-
ଲକଡାଉନ୍ ପାଇଁ ପୋଲିସ ପକ୍ଷରୁ କାହାକୁ ପାସ୍ ଦିଆଯାଇ ନାହିଁ । ଯେଉଁ ସଂସ୍ଥାମାନଙ୍କୁ ଅଫିସ୍ ଖୋଲିବାକୁ ଅନୁମତି ମିଳିଛି କେବଳ ସେମାନଙ୍କ କର୍ମଚାରୀମାନେ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ ବୋଲି କହିଛନ୍ତି ପୋଲିସ କମିଶନର ।...
May 8, 2021,11:41 pm IST -
କଟୁରି ଗ୍ୟାଙ୍ଗ୍ ମର୍ଣ୍ଣି ୱାକ୍ କରୁଥିବା ଲୋକଙ୍କୁ ଟାର୍ଗେଟ୍ କରୁଥିଲା । ଏକୁଟିଆ ଲୋକ ବା ଦମ୍ପତିଙ୍କୁ ନିଛାଟିଆ ଜାଗାରେ ଦେଖିଲେ ସେମାନେ ତାଙ୍କ ବେକରେ କଟୁରି ଲଗାଇ ଆକ୍ରମଣ କରୁଥିଲେ ଓ ସୁନା ଗହଣା ଲୁଟ୍ କରୁଥିଲେ ।...
May 5, 2021,11:54 pm IST -
ଲକଡାଉନ୍ ସମୟରେ କାହାକୁ ଯଦି ନିହାତି ଜରୁରୀ କାମରେ ଘରୁ ବାହାରିବାକୁ ପଡୁଛି ସେଥି ପାଇଁ ଭୁବନେଶ୍ୱର ପୋଲିସ ପକ୍ଷରୁ ଇ-ଆସିଷ୍ଟାନ୍ସ ସେବା ଆରମ୍ଭ କରାଯାଇଛି । ଏହି ସେବା ପାଇଁ ‘ଡାଏଲ୍ ୧୦୦’କୁ କଲ୍ କରିବାକୁ ପଡ଼ିବ ।...
May 4, 2021,11:06 pm IST -
ସକାଳେ ମଦ ଦୋକାନଗୁଡ଼ିକ ଖୋଲୁ ଖୋଲୁ ସେମାନଙ୍କ ଆଗରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା । କିଏ ଅଖା ବ୍ୟାଗ୍ ତ ଆଉ କିଏ ଜରି ବ୍ୟାଗରେ ପେଟି ପେଟି ମଦ ବୋହିବାକୁ ଲାଗିଥିଲେ । ଦୁଇ ଘଣ୍ଟା ମଧ୍ୟରେ ଦୋକାନରୁ ଅଧା ଖାଲି ହୋଇଯାଇଥିଲା ମଦ ।...
May 3, 2021,11:11 pm IST -
ଆପରାଧିକ ମାମଲାରେ ଜଡ଼ିତ ଥିବା ପୋଲିସ କର୍ମୀମାନଙ୍କ ଗିରଫଦାରୀ ଓ ନିଲମ୍ବନ ହୋଇଚାଲିଛି । ହେଲେ କମିଶନରେଟ୍ ପୋଲିସରେ ଉଲ୍ଲେଖନୀୟ ସୁଧାର ବା ପରିବର୍ତ୍ତନ ଦେଖାଯାଉ ନାହିଁ ବୋଲି ଅନେକ ମତ ଦେଇଛନ୍ତି ।...
May 2, 2021,11:39 pm IST -
ମହିଳା IICଙ୍କ ସହ SDPOଙ୍କ ଶାରୀରିକ ସମ୍ପର୍କର ଏକ ଭିଡିଓ କ୍ଲିପ୍ ଭାଇରାଲ୍ ହେଉଛି । ତାଙ୍କ ପତ୍ନୀ କହିଛନ୍ତି ଯେ ସେ ତାଙ୍କ ଅଜାଣତରେ କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି । DGP ଓ ମହିଳା କମିଶନଙ୍କ ଠାରୁ ସାହାଯ୍ୟ ଲୋଡ଼ିଛନ୍ତି ପତ୍ନୀ ।...
April 30, 2021,11:50 pm IST -
ତିନି ଜଣ ଖାକି ବର୍ଦ୍ଦିଧାରୀଙ୍କଠାରୁ ପାଖାପାଖି ୨୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଦୁଇ ଜଣ କନେଷ୍ଟବଳଙ୍କୁ ଗିରଫ କରି ଜେଲକୁ ପଠାଗଲା, ହେଲେ ସବ୍-ଇନ୍ସପେକ୍ଟର ବିଜୟ ଦାଶଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ ଉଠିଛି ।...
April 29, 2021,11:57 pm IST -
ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଉଦ୍ଧାର ହୋଇଥିବା ଭାଲୁ ଛୁଆ ଛୁଆଗୁଡି଼କୁ କେହି ଚୋରା ଚାଲାଣ କରିବା ପାଇଁ ଯୋଜନା କରିଥିବା ପରି ଲାଗୁଛି ବୋଲି କହିଛନ୍ତି ଚନ୍ଦକା ବନ ବିଭାଗ ଡି.ଏଫ୍.ଓ. କେଦାର ସ୍ୱାଇଁ ।...
April 26, 2021,11:45 pm IST -
ଖଣ୍ଡଗିରି ଥାନା ଅଞ୍ଚଳର ସିଦ୍ଧେଶ୍ୱର ନଗରରେ ଏକ ଭଡ଼ା ଘରେ ନିଜ ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ ଶିକ୍ଷୟତ୍ରୀ । ତାଙ୍କ ମୂଳ ଘର ପଶ୍ଚିମ ବଙ୍ଗରେ । ପୁରୁଷ ବନ୍ଧୁ ନିଜକୁ ଶିକ୍ଷୟତ୍ରୀଙ୍କ ଭାଇ ଭାବେ ପରିଚୟ ଦେଉଥିଲା ।...
April 25, 2021,10:23 pm IST -
ଗର୍ଭବତୀ ସାପର ପାଟିକୁ ଅଠାରେ ବନ୍ଦ କଲେ ମାନସିକ ପୂରଣ ହୁଏ ବୋଲି ଅନ୍ଧ ବିଶ୍ଵାସ ଥିବାରୁ ଏହି ଘଟଣା ହୋଇଥିଲା ବୋଲି କୁହାଯାଉଛି । ଓ.ୟୁ.ଏ.ଟି.ରେ ଦେଢ଼ ଘଣ୍ଟାର ଉଦ୍ୟମ ପରେ ସାପର ପାଟିରୁ ସବୁ ଅଠା ଛାଡ଼ିଥିଲା ଓ ତା’ ମୁହଁ ଖୋଲିଥିଲା ।...
April 21, 2021,11:55 pm IST -
ତିନି ପିଲାଙ୍କ ମା’ ପୀଡ଼ିତା କ୍ରିଷ୍ଣା ପଟ୍ଟନାୟକ କହିଛନ୍ତି ଯେ ସେ ମହିଳା ଥାନା ଓ ମହିଳା କମିଶନଙ୍କ ଦ୍ବାରସ୍ଥ ହେବା ପରେ ବି ସେଠାରୁ ନ୍ୟାୟ ନ ପାଇବାରୁ ମାନବାଧିକାର କର୍ମୀଙ୍କ ଠାରୁ ସହାୟତା ଲୋଡ଼ିଲେ ।...
April 21, 2021,10:57 pm IST -
କଟକର ଏସ୍.ସି.ବି. ହସପିଟାଲରୁ ୧୦ ତାରିଖ ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ହାଇଦର ଖସି ଯାଇଥିଲା, ହେଲେ ସନ୍ଧ୍ୟା ୭ଟାରେ କମିଶନରେଟ ପୋଲିସକୁ ଖବର ଦିଆଯାଇଥିଲା । ଏହି ବିଳମ୍ବ ସତ୍ତ୍ୱେ ପୋଲିସ ସଙ୍ଗେ ସଙ୍ଗେ ଆରମ୍ଭ କରିଦେଇଥିଲା ତାକୁ ଧରିବା ପାଇଁ ଅଭିଯାନ ।...
April 17, 2021,11:13 pm IST -
ପ୍ଲସ୍ ୨ ଛାତ୍ରୀ ଜଣକ ଲୁଟେରାମାନଙ୍କ ସହ ସଙ୍ଘର୍ଷ କରୁଥିବା ଦେଖୁଥିବା ଲୋକେ ଓ ଟ୍ରାଫିକ୍ ପୋଲିସ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ନ ଆସିବା ଭୁବନେଶ୍ୱରରେ ସାମାଜିକ ଦାୟିତ୍ୱବୋଧକୁ ରାଜରାସ୍ତାରେ ଠିଆ କରେଇଛି ।...
April 14, 2021,11:36 pm IST -
ଅବସରପ୍ରାପ୍ତ ସେନା ଅଧିକାରୀ ଜଣକ ଫୋନ୍-ପେ’ ଜରିଆରେ ଟଙ୍କା ପଠେଇବା ପରେ ଟଙ୍କା ପହଞ୍ଚି ନ ଥିବା ଜାଣି ଚିନ୍ତାରେ ପଡ଼ିଥିଲେ । ତାଙ୍କ ଅଧୈର୍ଯ୍ୟ ହେବାର ଫାଇଦା ଉଠେଇଥିଲା ସୁଯୋଗ ଅପେକ୍ଷାରେ ଥିବା ଜଣେ ସାଇବର୍ ଠକ ।...
April 11, 2021,11:50 pm IST -
ଯେଉଁମାନେ ମାସ୍କ ନ ପିନ୍ଧି ହାଟକୁ ଆସିଥିଲେ, ସେମାନଙ୍କୁ ଧରିଥିଲା ସ୍କ୍ୱାର୍ଡ । ମାସ୍କ ପିନ୍ଧି ନ ଥିବା କାରଣରୁ ପ୍ରତି ଅମାନିଆ ବ୍ୟକ୍ତିଙ୍କ ଠାରୁ ଶହେ ଟଙ୍କା ଜରିମାନା ଆଦାୟ କରିଥିଲା ପୋଲିସ । ଗଲା ଦୁଇ ଦିନରେ ୨୬.୬୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହେଲାଣି ।...
April 9, 2021,10:45 pm IST