-
ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ୍ ଯଦି ଘାତକ ହୋଇଥା’ନ୍ତା, ତେବେ ଦେବଗଡ଼ ଜିଲ୍ଲାରେ ରାଜ୍ୟରେ ପ୍ରଥମ କରି ଚିହ୍ନଟ ହୋଇଥିବା ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଏହାର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥା’ନ୍ତା ବୋଲି କହିଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ।...
June 26, 2021,11:28 pm IST -
ପ୍ରତି ବର୍ଷ ମେ ଓ ଜୁନ ମାସରେ ବଙ୍ଗୋପସାଗରରୁ ଓଡିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ପରେ ବାତ୍ୟା ଓ ରଚୁଛି ତାଣ୍ଡବ । ବିଶ୍ବର ସବୁଠାରୁ ୧୦ଟି ଘାତକ ବାତ୍ୟା ଭିତରୁ ଆଠଟି ବାତ୍ୟା ଏହି ବଙ୍ଗୋପସାଗରୀୟ କ୍ଷେତ୍ରରେ ସଙ୍ଘଟିତ ହୋଇଛି ।...
May 27, 2021,11:26 pm IST -
ଅନେକଙ୍କ ମତରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ମାର୍କେଟରେ ଏକ କୃତ୍ରିମ ଅଭାବ ସୃଷ୍ଟି କରାଯାଇଛି । ହେଲେ ଔଷଧ ଦୋକାନୀମାନେ କହିଛନ୍ତି ଯେ ଏହି ଅଭାବ ସାମୟିକ ଓ ଗ୍ରାହକମାନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ ନୁହେଁ ।...
May 15, 2021,12:07 am IST -
ଔଷଧ ବ୍ୟବସାୟୀମାନଙ୍କ ସଙ୍ଗଠନର ନିଷ୍ପତ୍ତି ଓ ଚେତାବନୀକୁ ସାରା ରାଜ୍ୟର ଦୋକାନୀ ଓ କର୍ମଚାରୀମାନେ ସ୍ୱାଗତ କରିଛନ୍ତି । ଔଷଧ ବ୍ୟବସାୟରେ ଜଡ଼ିତ ଲୋକେ କରୋନା ସଂକ୍ରମିତ ହେବା ସମ୍ଭାବନା ଅଧିକ ରହିଛି ।...
May 13, 2021,11:50 pm IST -
ଗତ ବର୍ଷ ସଂକ୍ରମିତ ଲୋକ ଓ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ କୋଭିଡ଼ କିଟ୍ ଦିଆଯାଉଥିବା ବେଳେ ଏ ଥର ତାକୁ ଅଣଦେଖା କରାଯାଇଛି ଓ କୋଭିଡ଼ ସଂକ୍ରମିତଙ୍କୁ କେଉଁ ହସ୍ପିଟାଲରେ ରଖାଯାଇଛି ସେ ନେଇ ସୂଚନା ମିଳୁ ନ ଥିବା ଅଭିଯୋଗ କରିଛି ବିଜେପି ।...
May 2, 2021,11:25 pm IST -
ବିନା କାରଣରେ ଲୋକେ ହାଟ ବଜାରରେ ବୁଲୁଥିବାରୁ ଓ କୋଭିଡ ଗାଇଡ଼ଲାଇନକୁ ଖାତିର କରୁ ନ ଥିବାରୁ ଦୋକାନ ବଜାର ଖୋଲା ରହିବା ସମୟ କମ୍ ହେଲେ କରୋନା ମୁକାବିଲାକୁ ସାହାଯ୍ୟ ମିଳିବ ବୋଲି କହିଛି ବ୍ୟବସାୟୀ ମହାସଙ୍ଘ ।...
May 1, 2021,11:57 pm IST -
ନିଜର ପାଞ୍ଚଟି ଡ୍ରେସ୍ ବିକ୍ରି କରିବାକୁ ଛାତ୍ରୀ ଜଣକ OLXରେ ବିଜ୍ଞାପନ ଦେଇ ୩,୩୦୦ ଟଙ୍କା ଦର ରଖିଥିଲେ । ହେଲେ ଡ୍ରେସ୍ କିଣିବାକୁ ଆଗ୍ରହୀ ଗ୍ରାହକ ବୋଲି ବିଶ୍ୱାସ ଜଗାଇ ଜଣେ ସାଇବର୍ ଠକ ତାଙ୍କ ଠାରୁ ଲୁଟିନେଲା ୪,୦୦୦ ଟଙ୍କା ।...
April 25, 2021,11:48 pm IST -
ମେ' ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ସାର୍ବଜନୀନ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ସମସ୍ୟା ଅଧିକ ହେବାର ଆଶଙ୍କା କରାଯାଉଛି ।...
April 24, 2021,11:56 pm IST -
କୋଭିଡ କାରଣରୁ ପ୍ରଚାର ସମୟରେ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ଯେଭଳି ମାସ୍କ ପିନ୍ଧିବେ ଓ ହାତ ସାନିଟାଇଜ କରିବେ ତାହା ଉପରେ ସମ୍ପୃକ୍ତ ରାଜନୈତିକ ଦଳକୁ ଗୁରୁତ୍ୱ ଦେବାକୁ ହେବ ଓ ସେଥି ପାଇଁ ଆବଶ୍ୟକ ଖର୍ଚ୍ଚ ମଧ୍ୟ ବହନ କରିବାକୁ ହେବ ।...
April 22, 2021,6:08 pm IST -
କରୋନା ସଂକ୍ରମଣ ଜନିତ ସ୍ଥିତି ଲମ୍ବା ସମୟ ପର୍ଯ୍ୟନ୍ତ କାଏମ୍ ରହିଲେ ତା’ର ପ୍ରଭାବ କ’ଣ ହେବ ତାକୁ ନେଇ ବଢି଼ଛି ଆଶଙ୍କା । କୋଭିଡ କଟକଣା ଭିତରେ ମହାପ୍ରଭୁଙ୍କ ରୁକୁଣା ରଥ ଯାତ୍ରା ପାଇଁ ସବୁ ପ୍ରସ୍ତୁତି ସରିଥିବା ବି.ଏମ୍.ସି. ସ୍ପଷ୍ଟ କରିଛି।...
April 19, 2021,6:01 pm IST -
ରାଜ୍ୟ ପରିବହନ ବିଭାଗ ବର୍ଷ ତମାମ ସାରା ରାଜ୍ୟରେ ସବୁ ଅଟୋ ଡ୍ରାଇଭରଙ୍କୁ ତାଲିମ ଦେବାର ଯୋଜନା କରିଛି । ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି (STA) ଓ ଓଡି଼ଶା କଲିଂ ଫାଉଣ୍ଡେସନର (OCF) ମିଳିତ ସହଯୋଗରେ ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ ହେବ ।...
April 13, 2021,9:08 pm IST -
ଦିବ୍ୟାଙ୍ଗ ଗାୟକ ଅବଦୁଲ ସମଦ୍ ନିଜାମୀ କିଛି ମାସ ତଳେ ମହାପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇ ତାକୁ ମୋବାଇଲ୍ ଫୋନରେ ରେକର୍ଡ଼ କରି ସୋସିଆଲ୍ ମିଡି଼ଆରେ ଛାଡି଼ବା ପରେ ତାହା ଭାଇରାଲ୍ ହୋଇଥିଲା ।...
April 10, 2021,11:59 pm IST -
କୌଣସି ବୁଥରେ ୧,୦୦୦ରୁ ଅଧିକ ଭୋଟିଂ ହେବ ନାହିଁ । ମୋ’ଟ ବୁଥ୍ ଭିତରେ ୧୦୨ଟି କ୍ରିଟିକାଲ୍ ବୁଥ ରହିଛି । ତାକୁ ନଜରରେ ରଖି ୫୦ ପ୍ରତିଶତ ବୁଥରେ ୱେବ୍ କାଷ୍ଟିଂ ବ୍ୟବସ୍ଥା ହୋଇଛି ।...
April 3, 2021,11:34 pm IST -
ଏଭଳି ଆପାର୍ଟମେଣ୍ଟ୍ ପରିଚାଳନା ନିୟମ ପୂର୍ବରୁ ଦେଶର ଏକାଧିକ ରାଜ୍ୟରେ ଲାଗୁ ହୋଇଥିଲେ ବି ଓଡ଼ିଶାରେ ଏହା ନ ଥିଲା । ଓଡ଼ିଶାରେ ବିଳମ୍ବରେ – ୧୯୮୦ ଦଶକରେ – ଓ ଧୀର ଗତିରେ ଆରମ୍ଭ ହୋଇଥିଲା ଆପାର୍ଟମେଣ୍ଟ୍ ସଂସ୍କୃତି ।...
March 29, 2021,11:57 pm IST -
ଏପ୍ରିଲ ୪ରୁ ଲାଗୁ ହେବାକୁ ଥିବା ଏହି ବର୍ଦ୍ଧିତ ଦର ଅନୁସାରେ ଜଣେ ଉପଭୋକ୍ତାଙ୍କୁ ପୂର୍ବ ଦେୟଠାରୁ ୫.୬ ପ୍ରତିଶତ ଅଧିକ ଦେୟ ଦେବାକୁ ପଡ଼ିବ । କରୋନା ସ୍ଥିତି ଯୋଗୁଁ ଗତ ବର୍ଷ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରଖିଥିଲେ ଓ.ଇ.ଆର୍.ସି. ।...
March 27, 2021,10:11 pm IST