-
ଲମ୍ବା ସମୟ ଧରି ବ୍ୟାପକ ସରକାରୀ ସଚେତନତା ଓ ଉଦ୍ୟମ କାରଣରୁ ଓଡ଼ିଶାରେ କୋଭିଡ଼ ସଂକ୍ରମଣ କମିବାରେ ଲାଗିଥିବା ବେଳେ ବ୍ରିଟେନରେ ପୁଣି ଖରାପ ହେଉଥିବା ସ୍ଥିତି ଯୋଗୁଁ ଓଡ଼ିଶା ସମେତ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି ।...
December 21, 2020,10:39 pm IST -
ଦାଶିଆ ଅଜା ଭାବେ ଜଣାଶୁଣା ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ ମାତ୍ର ୫ଟି ପୁସ୍ତକକୁ ନେଇ ପାଠାଗାର ଆରମ୍ଭ କରିଥିଲେ । ସମୟେ କ୍ରମେ ଏହି ପାଠାଗାରରେ ଦେଢ଼ଲକ୍ଷରୁ ଊଦ୍ଧ୍ୱର ପୁସ୍ତକ ସଂଗୃହିତ ହୋଇ ରହିଛି ।...
December 17, 2020,10:36 am IST -
ମନ୍ଦିର ଖୋଲା ଯାଉଥିଲେ ମଧ୍ୟ ମନ୍ଦିର ଭିତରେ ଦର୍ଶନ ସମୟରେ ଏକା ଥରକେ ୫୦୦ରୁ ଅଧିକ ଲୋକ ମନ୍ଦିର ଭିତରେ ରହି ପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଏହା ଛଡ଼ା ଭକ୍ତମାନେ କେବଳ ଆଡ଼ପ ମଣ୍ଡପ ପାଖରୁ ପ୍ରଭୁଙ୍କୁ ଦର୍ଶନ କରିପାରିବେ ।...
December 16, 2020,9:42 am IST -
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ଦିନ ତମାମ ଚାଲିଥିଲା ମାରାଥନ ବୈଠକ । ବୈଠକରେ ବିଧାୟକ ଓ ବିଧାୟକ ପ୍ରାର୍ଥୀ, ନିର୍ବାଚିତ ସାଂସଦ ଓ ସାଂସଦ ପ୍ରାର୍ଥୀ, ଜିଲ୍ଲାର ସଭାପତି, ବିଭିନ୍ନ ଜିଲ୍ଲା ପ୍ରଭାରୀ, ମହିଳା ମୋର୍ଚ୍ଚାର ନେତା ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।...
December 12, 2020,12:41 pm IST -
ବୁଧବାର ଏମଏସପିକୁ ନେଇ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିବା ବେଳେ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବାକୁ କେନ୍ଦ୍ରକୁ ମୁଖ୍ୟ ମନ୍ତ୍ରୀ ଚିଠି ଲେଖିବେ ବୋଲି କହିଥିଲେ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ ।...
December 10, 2020,7:32 pm IST -
ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ ଆଗକୁ ପୌର ନିର୍ବାଚନ ସମେତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା କାରଣରୁ ନୂଆ ପ୍ରଭାରୀଙ୍କ ନେତୃତ୍ୱରେ ଦଳ ଅଧିକ ଉତ୍ସାହିତ ହୋଇ ଲଢ଼ିବ।...
December 10, 2020,9:26 am IST -
ଭିଜିଲାନ୍ସ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ପାଠକ ବାପ-ପୁଅଙ୍କ ପାଖରେ ନିଜକୁ ନିର୍ଦୋଷ ପ୍ରମାଣିତ କରିବାର କୌଣସି ପ୍ରମାଣ ନାହିଁ କିମ୍ବା ସେମାନେ କୋର୍ଟଙ୍କ ଆଗରେ କୌଣସି ପ୍ରମାଣ ଉପସ୍ଥାପିତ କରିପାରିନାହାନ୍ତି ।...
December 5, 2020,10:00 pm IST -
ରାଜ୍ୟ ସରକାରଙ୍କ ଏକାମ୍ର କ୍ଷେତ୍ରର ଉନ୍ନତିକରଣ ଓ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଦ୍ୱାରା ଏହି ପୁରାତନ କୀର୍ତ୍ତିରାଜିର ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣ ତ୍ୱରାନ୍ୱିତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ବରିଷ୍ଠ ପ୍ରତ୍ନତତ୍ତ୍ୱବିଦମାନେ ।...
December 3, 2020,11:51 pm IST -
ଭିଜିଲାନ୍ସର ଦଶ-ଜଣିଆ ସ୍ୱତନ୍ତ୍ର ଟିମ୍ ଗଭୀର ଛାନଭିନ୍ ଆରମ୍ଭ କରି ବନ ବିଭାଗର ବରିଷ୍ଠ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ବିଶାଳ ‘‘ଆୟ-ବହିର୍ଭୁତ ସମ୍ପତ୍ତି’’ ବାବଦରେ ଶକ୍ତ ପ୍ରମାଣ ଏକତ୍ର କରୁଛି ।...
December 1, 2020,11:52 pm IST -
ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା IFS ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ସହ ସମ୍ପର୍କ ଯୋଗୁଁ BJDରୁ ବହିଷ୍କୃତ ହୋଇଥିବା MLA ବାପ ଓ ପୁଅଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।...
November 29, 2020,7:07 pm IST -
ଏଲୋପ୍ୟାଥିକ ଡାକ୍ତରଙ୍କ ଭଳି ଆୟୁର୍ବେଦ ଡାକ୍ତରମାନଙ୍କୁ ମଧ୍ୟ ବିଭିନ୍ନ ଛୋଟବଡ଼ ଅସ୍ତ୍ରୋପଚାର କରିବାକୁ ଅନୁମତି ମିଳିଛି । ଏହା ମଧ୍ୟରେ ବିଭିନ୍ନ ପ୍ରକାର ନାଶା, କର୍ଣ୍ଣ ଓ ଗଳା ସହିତ ଦାନ୍ତର ଅସ୍ତ୍ରୋପଚାର ମଧ୍ୟ ରହିଛି ।...
November 23, 2020,7:06 pm IST -
ଶୀତ ଋତୁରେ କରୋନା ସଂକ୍ରମଣର ହାର ଅଧିକ ହେବାର ଆଶଙ୍କା ଥିବାରୁ ଦିଲ୍ଲୀ ଓ ଅହମଦାବାଦ ପରି ଓଡ଼ିଶାର କେତେକ ସ୍ଥାନରେ ପୁଣି ଥରେ ଲକଡାଉନ୍ ଓ ସଟଡାଉନ୍ ଜାରି କରିବାର ଆବଶ୍ୟକତା ଉପରେ ବିଚାର କରାଯାଇପାରେ ।...
November 22, 2020,9:05 pm IST -
ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ବିଜେଡ଼ି ନେତା ଅରୁପ ପଟ୍ଟନାୟକ କହିଛନ୍ତି ଯେ ସେହି ମନ୍ତବ୍ୟ ଜଣେ ‘‘ନିର୍ବୋଧ, ବାଚାଳ ଓ ଅହଂକାରୀର ପରିଚୟ’’ । ଲେଖାଶ୍ରୀ କହିଛନ୍ତି ତାଙ୍କ ମନ୍ତବ୍ୟକୁ ଠିକ୍ ରୂପେ ବୁଝୁନାହାନ୍ତି ବିରୋଧୀମାନେ ।...
November 17, 2020,7:52 pm IST -
ଶୁକ୍ରବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ବିଭିନ୍ନ ରାଜ୍ୟ ପାଇଁ ନୂଆ ଅଧିକାରୀଙ୍କ ନାମ ଘୋଷଣା କ୍ରମରେ ଓଡ଼ିଶା ପାଇଁ ଏହି ଦୁଇ ଅଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଏମାନେ ହେଲେ ରାଜ୍ୟ ପ୍ରଭାରୀ ଶ୍ରୀମତି ଡ଼ି ପୁରନ୍ଦେଶ୍ୱରୀ ଓ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର ।...
November 15, 2020,8:13 pm IST -
ରାଜ୍ୟରେ ବିଭିନ୍ନ କମ୍ପାନୀ ପ୍ରସ୍ତୁତ ଶୋରିଷ ତେଲର ଦାମ ଲିଟର ପିଛା ଥିଲା ୯୦ ରୁ ୯୫ ଟଙ୍କା ଥିବା ବେଳେ ଏବେ ସେହି ଦାମ ୧୪୦ ଟଙ୍କା ଉପରେ ପହଞ୍ଚିଛି । ପାମୋଲିନର ଦାମ ଲିଟର ପିଛା ୭୦ ଟଙ୍କାରୁ ବୃଦ୍ଧି ପାଇ ୧୦୦ଟଙ୍କା ଉପରେ ପହଞ୍ଚିଛି ।...
November 15, 2020,6:42 pm IST