-
ଏହି ମାନବ ପରୀକ୍ଷଣରେ ସାରା ଦେଶରେ ମୋଟ ୨୫,୮୦୦ ଜଣ ଲୋକଙ୍କ ଦେହରେ ଏହି ଟିକା ପରୀକ୍ଷଣ ହେବାକୁ ଥିବା ବେଳେ ସେ ଭିତରୁ ଓଡ଼ିଶାରେ ମୋ’ଟ ୨,୦୦୦ ସ୍ବେଛାସେବୀଙ୍କ ଦେହରେ ଏହି ପରୀକ୍ଷଣ କରାଯିବ ।...
October 26, 2020,11:59 pm IST -
ପିଆଜର ଅହେତୁକ ଦର ବୃଦ୍ଧି ପାଇଁ ରାଜ୍ୟ ବ୍ୟବସାୟୀ ମହାସଙ୍ଘ କିଛି କର୍ପୋରେଟ ହାଉସଙ୍କ ମନମାନିକୁ ଏକ ପ୍ରମଖ କାରଣ ବୋଲି କହିଛି । ଅର୍ଥନୀତି ବିଶେଷଜ୍ଞମାନେ ଏହି ସ୍ଥିତିର ମୁକାବିଲା ଲାଗି ୨୦୧୫ରେ ହୋଇଥିବା ସରକାରୀ ପାଣ୍ଠି କଥା ମନେପକାଇ ଦେଇଛନ୍ତି ।...
October 24, 2020,9:20 pm IST -
କରୋନା କଟକଣା ଯୋଗୁଁ ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷରୁ ଅଧିକ ପୁରୁଣା DL ଆବେଦନ ପଡ଼ିରହିଛି । ସେଗୁଡ଼ିକୁ ତ୍ଵରାନ୍ୱିତ କରିବାକୁ ଏପ୍ରିଲ ୨୦୨୧ ଯାଏଁ ସମୟ ଲାଗିଯିବ। ତା’ ଭିତରେ ସାନି ଆବେଦନକାରୀଙ୍କ ସଂଖ୍ୟା ବହୁଗୁଣିତ ହେବ ।...
October 23, 2020,11:20 pm IST -
ରାଜ୍ୟ ସରକାର ଏକ ଆଡଭାଇଜରିରେ କହିଛନ୍ତି ଯେ ଥରେ କୋଭିଡ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ଅନେକ ଲୋକ ପୁଣି ଥରେ କୋଭିଡ ସଂକ୍ରମଣର ଶିକାର ହେଉଥିବା ଦେଖିବାକୁ ମିଳୁଛି ଓ ଦ୍ୱିତୀୟ ସଂକ୍ରମଣ ଅଧିକ ଘାତକ ହେଉଛି । ତେଣୁ ଅଧିକ ସାବଧାନତା ଜରୁରୀ ।...
October 23, 2020,5:04 pm IST -
ଏକ ସ୍ବତନ୍ତ୍ର ବସରେ ବସି ନବୀନ ଭୋଟ ଭିକ୍ଷା କରିବେ ନା ଭର୍ଚ୍ଚୁଆଲ୍ ରାଲି କରି ପ୍ରଚାର କରିବେ ତାହା ଶୀଘ୍ର ଚୂଡ଼ାନ୍ତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ପ୍ରଚାରକୁ ଆସିବାର ସମ୍ଭାବନା ଅଛି ।...
October 19, 2020,8:41 pm IST -
ଲୋକଙ୍କ ଦେହରେ ଥିବା ବ୍ଲଡ଼ର ଗୃପ ଅନୁସାରେ ବି କୋଭିଡ ସଂକ୍ରମଣର ସମ୍ଭାବନା ଓ ତୀବ୍ରତା କମ୍ କିମ୍ବା ବେଶୀ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି । ଅଧିକ ମୋଟା ଲୋକଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ ସମ୍ଭାବନା ଯଥେଷ୍ଟ ଅଧିକ ।...
October 19, 2020,5:21 pm IST -
ଦଳୀୟ ରାଜନୀତିର ଜଟିଳ ମଇଦାନ ହେଉ ବା ନିତିଦିନିଆ ଜୀବନ, ସବୁଠି ପ୍ରଦୀପ ମହାରଥୀ ଛାଡ଼ିଥିଲେ ନିଜ ନିର୍ଭୀକ ବ୍ୟକ୍ତିତ୍ବର ନିଆରା ଛାପ । ସେ କିଛି କହିବା ଆରମ୍ଭ କରିବା ମାତ୍ରକେ ଅନ୍ୟ ସବୁ ସ୍ୱର ନିରବ ହୋଇ ପଡୁଥିଲା ।...
October 4, 2020,9:16 pm IST -
ଓଡ଼ିଶାରେ କେନ୍ଦ୍ରର ନୂତନ କୃଷି ନୀତିକୁ ବିରୋଧ କରିବାର କିଛି ଔଚିତ୍ୟ ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିବା ବେଳେ ବିଜେଡି ନେତା ପ୍ରତାପ ଦେବ କହିଛନ୍ତି ଯେ କୃଷି ନୀତିରେ MSP ଉପରେ ଲିଖିତ ପ୍ରତିଶୃତି ନ ଥିବାରୁ ସମସ୍ତଙ୍କର ସନ୍ଦେହ ବଢ଼ୁଛି ।...
October 3, 2020,10:19 pm IST -
ସରକାରୀ ଭାବେ ପ୍ରକାଶିତ କୋଭିଡ୍ ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ସହିତ ସହମତ ନୁହଁନ୍ତି ଅନେକ ସାଧାରଣ ଲୋକ । ସେମାନେ ଓ ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ କୋଭିଡ ହସ୍ପିଟାଲ ଓ କେଆର ସେଣ୍ଟରରେ ରୋଗୀଙ୍କ ସମର୍କୀୟଙ୍କ ଠାରୁ ତଥ୍ୟ ଲୁଚାଯାଉଛି ।...
September 25, 2020,11:59 pm IST -
ମାସିକ୫୦ ୟୁନିଟ ଖର୍ଚ୍ଚ କରୁଥିବା ବିଦ୍ୟୁତ ଉପଭୋକ୍ତାଙ୍କୁ ଏବେ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ । ଅଧିକ ୟୁନିଟ ବ୍ୟବହାର କଲେ ଏହି ଦେୟ ଆହୁରି ବଢ଼ିବ। କୋଭିଡ ସମୟରେ ଏଭଳି ଦର ବଦ୍ଧି ଅନୁଚିତ ବୋଲି କହିଛନ୍ତି ଉପଭୋକ୍ତାମାନେ ।...
September 24, 2020,6:50 pm IST -
ଦିନକୁ ଦିନ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି, ଯାହା ଚିନ୍ତା ବଢ଼ାଇ ଦେଇଛି । ଏକ୍ସପର୍ଟଙ୍କ ମତରେ ଲୋକଙ୍କ ବେପରୁଆ ଭାବ ଦେଖି ସଟଡାଉନ ଓ ଲକଡାଉନ ପୁଣି ଥରେ ଜାରି ହେବା ଉଚିତ ।...
September 21, 2020,9:23 pm IST -
ରାଜ୍ୟ ପରିବହନ ବିଭାଗର ସୂଚନା ଅନୁସାରେ ଗତ ୧୮ ମାର୍ଚ୍ଚ ୨୦୨୦ ରୁ ୩୧ ଡିସେମ୍ବର ୨୦୨୦ ମଧ୍ୟରେ ଯେଉଁ ମାନଙ୍କ DL ଓ LL ର ଅବଧି ସରୁଛି ତାହା ପୂର୍ବ ଘୋଷଣା ଅନୁସାରେ ଡିସେମ୍ବର ୩୧ ପର୍ଯ୍ୟନ୍ତ କାଏମ ରହିବ । ତେବେ ଅଫଲାଇନ ଆବେଦନକୁ ଏଥର ବନ୍ଦ ରଖାଯାଇଥିବା ବେଳେ କେବଳ ଅନଲାଇନ ଆବେଦନକୁ ଗୁରୁତ୍ୱ ଦିଆଯିବ।...
September 16, 2020,7:53 pm IST -
କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିଲେ ବି ଏହା ସନ୍ତୋଷଜନକ ନୁହେଁ ବୋଲି ଏକ୍ସପର୍ଟମାନଙ୍କ ମତ। ଅନଲକ-୪ରେ ଅନେକ କଟକଣା କୋହଳ ହୋଇଥିବାରୁ ଲୋକେ କୋଭିଡ ନିୟମ ମାନିବାକୁ ନାରାଜ ।...
September 13, 2020,11:43 pm IST -
ଆକଳନ କରାଯାଉଥିଲା ଯେ ଅଗଷ୍ଟ ମାସରେ ରାଜ୍ୟରେ MSME କ୍ଷେତ୍ରରେ ସୁଧାର ଆସିବ । କିଛିଟା ଆସିଥିଲା ମଧ୍ୟ । ହେଲେ ଏହା ଭିତରେ ପୁଣି ଲମ୍ବା ସମୟ ଧରି କୋଭିଡର ପ୍ରଭାବ ଓ ବର୍ଷା ବ୍ୟୁତ୍ପାତ କାରଣରୁ ଏବେ ସ୍ଥିତି ଖରାପ ହୋଇଛି ।...
September 9, 2020,11:57 pm IST -
କେରଳରେ ଥିବା କୋଭିଡ ଭୂତାଣୁ ସହ ଓଡ଼ିଶାରେ ଥିବା କୋଭିଡ଼ ଭୂତାଣୁର କ୍ଲେଡ଼ ସମାନ ହୋଇ ନ ପାରେ । ରାଜ୍ୟରେ କୋଭିଡ ଭୂତାଣୁର ୫ଟି କ୍ଲେଡ଼ର ଉପସ୍ଥିତି କାରଣରୁ ବିଳମ୍ବ ହୋଇପାରେ ହ୍ୟୁମାନ ଟ୍ରାଏଲ ।...
September 9, 2020,7:11 pm IST