-
'୨୦୧୪ ରେ ଭୋଟ ୧୪ ପ୍ରତିଶତ ଥିବା ବେଳେ ୨୦୧୯ ରେ ଏହା ୩୮ ପ୍ରତିଶତ ହୋଇଛି । କିନ୍ତୁ ଏହି ଉଦ୍ୟମକୁ ଆହୁରି ସକ୍ରିୟ କରିବାକୁ ପଡ଼ିବ। ତାହେଲେ ୨୦୨୪ରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିପାରିବ। '...
September 6, 2020,10:49 am IST -
"ଖୋର୍ଦ୍ଧାରେ ବିଶେଷ କରି ଭୁବନେଶ୍ୱରରେ ସଂକ୍ରମଣର ସଂଖ୍ୟା ଗତ କିଛିଦିନ ଧରି ବଢ଼ୁଛି । କାରଣ ହେଲା ଜୀବିକା ପାଇଁ ଅଧିକ ଲୋକ ଭୁବନେଶ୍ୱର ଚାଲି ଆସୁଛନ୍ତି। ଦ୍ଵିତୀୟରେ କୋଭିଡ କଟକଣା କୋହଳ ହେବା ପରେ ଲୋକମାନେ ଏଠି ବେପରୁଆ ହୋଇଯାଉଛନ୍ତି, ଯେଉଁ କାରଣରୁ ଏଠି ସଂକ୍ରମଣ ବଢ଼ୁଛି"...
September 5, 2020,11:14 am IST -
କୋଭିଡ କାରଣରୁ ରାଜ୍ୟରେ ହୋଟେଲ ଶିଳ୍ପ ପ୍ରାୟ ୩୬ ହଜାର କୋଟି ଟଙ୍କାର କ୍ଷତି ସହିଛି । ରାଜ୍ୟ ସରକାର ବି ୨,୫୦୦ କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି । ରାଜ୍ୟରେ ସ୍ଥିତି ସୁଧୁରିବାକୁ ଆହୁରି ସାତ ମାସରୁ ଅଧିକ ସମୟ ଲାଗିବ ।...
September 3, 2020,7:32 pm IST -
ରାଜ୍ୟରେ ଆସିଥିବା ଭୟଙ୍କର ବନ୍ୟା ସ୍ଥିତି ଅନେକ ଲୋକଙ୍କ ପାଇଁ ଜୀବନ ଓ ଜୀବିକାର ସଙ୍କଟ ଆଣିଥିବା ବେଳେ ଅନ୍ୟ କିଛି ଲୋକଙ୍କ ପାଇଁ ସାଜିଛି ଭଲ ରୋଜଗାରର ଏକ ସାମୟିକ ମାଧ୍ୟମ ।...
August 30, 2020,4:38 pm IST -
ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଆଳୁ ଦାମ କେଜି ପିଛା ୩୫ଟଙ୍କା, ପିଆଜ ଦାମ କେଜି ପିଛା ୨୫ଟଙ୍କାକୁ ଟପିଥିବା ବେଳେ ଅନ୍ୟ ପନି ପରିବାର ଦାମ ମଧ୍ୟ ଆକାଶ ଛୁଆଁ ବୃଦ୍ଧି ପାଇଛି ।...
August 29, 2020,9:08 am IST -
ଲକଡାଉନ ଯୋଗୁଁ ପୂର୍ବରୁ ୧ ଫେବୃୟାରୀ ୨୦୨୦ରୁ ସରୁଥିବା ଗାଡିର ବିଭିନ୍ନ କାଗଜପତ୍ରର ଅବଧିକୁ ପ୍ରଥମେ ଜୁନ ୩୦ ଓ ପରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।...
August 27, 2020,3:30 pm IST -
Bamboo seeds project to save elephants in Odisha | ଓଡ଼ିଶାରେ ହାତୀ-ମଣିଷ ଲଢେ଼ଇରେ ପ୍ରତି ବର୍ଷ ପ୍ରାୟ ୧୦୦ ମଣିଷଙ୍କ ଜୀବନ ଯାଉଛି । ମଣିଷର ପାଲଟା ଆକ୍ରମଣରେ ପ୍ରତି ବର୍ଷ ପ୍ରାୟ ୯୦ରୁ ଅଧିକ ହାତୀଙ୍କର ମୃତ୍ୟୁ ଘଟୁଛି । ଏବେ ଏହି ପ୍ରକଳ୍ପ ଦ୍ୱାରା ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି ।...
August 22, 2020,12:00 pm IST -
MSMEs in Odisha start reopening | କୋଭିଡ ନିୟନ୍ତ୍ରଣ ଉପରେ ନିର୍ଭର କରୁଛି ରାଜ୍ୟର ୧୫ ଲକ୍ଷରୁ ଅଧିକ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କ ଭାଗ୍ୟ । ଏବେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଛି । ବନ୍ଦ ପଡ଼ିଥିବା ଅନେକ ଲଘୁ ଶିଳ୍ପ ସଂସ୍ଥା ଚାଲୁ ହେଉଛନ୍ତି । ଲମ୍ବା ଛୁଟିରୁ କର୍ମଚାରୀମାନେ ବି ଫେରୁଛନ୍ତି ।...
August 20, 2020,11:59 pm IST -
ବିଭିନ୍ନ ଘରୋଇ ହସ୍ପିଟାଲରେ କୋଭିଡ ଚିକିତ୍ସା ପାଇଁ ସରକାର ଧାର୍ଯ୍ୟ କରିଥିବା ଧନ ରାଶି ଓ ଏହି ନିଷ୍ପତ୍ତିକୁ ଚିକିତ୍ସକମାନେ ସ୍ୱାଗତ କରିଛନ୍ତି, ହେଲେ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ।...
August 20, 2020,3:46 pm IST -
ରାଜ୍ୟରେ କୋଭିଡ ପଜିଟିଭ ହାର ୬.୫% ଥିବା ବେଳେ ନେଗେଟିଭ ହାର ରହିଛି ୯୩.୫%। ମୋଟ ୬୪ ହଜାରରୁ ଅଧିକ ସଂକ୍ରମିତଙ୍କ ଭିତରୁ ୧୫ରୁ ୪୦ ବର୍ଷର ଯୁବକମାନେ ସର୍ବାଧିକ କୋଭିଡ ସଂକ୍ରମିତ ହୋଇଥିବା ଦେଖାଯାଇଛି ।...
August 17, 2020,10:15 pm IST -
କାରଖାନା ଆଇନ -୧୯୪୮ ର କେତେକ ଧାରାରେ ସଂଶୋଧନ ନିମନ୍ତେ ଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ନୂଆ କାରଖାନା ଲାଗି ୧୦୦୦ ଦିନ ନିୟମକୁ କୋହଳ ସହ ଓଭରଟାଇମ ବୃଦ୍ଧିକୁ ନେଇ ବଦଳିଛି ଅନେକ ନିୟମାବଳୀ ।...
August 16, 2020,5:30 pm IST -
ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୧୯୦୦ ପାର କରିଛି। କୋଭିଡ଼ ବଢୁଥିବା ଅଞ୍ଚଳରେ ଗଞ୍ଜାମ ଢାଞ୍ଚାରେ କୋଭିଡ଼ ନିୟନ୍ତ୍ରଣ କାର୍ଯ୍ୟକ୍ରମ ହାତକୁ ନେବା ଉଚିତ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି ।...
August 14, 2020,1:39 pm IST -
ଜୁଲାଇ ୨୨ରେ ଆରମ୍ଭ ହୋଇଥିଲା କୋଭିଡ ଟିକାର ହ୍ୟୁମାନ ଟ୍ରାଏଲ । କିଛି ହାତଗଣତି ପୂର୍ବ-ପଞ୍ଜିକୃତ ସ୍ବେଚ୍ଛାସେବୀଙ୍କ ଦେହରେ ଦିଆଯାଇଥିଲା ପ୍ରଥମ ଡୋଜ୍ । ଏହାକୁ ନେଇ ଆଶାବାଦୀ ଅଛନ୍ତି ବୈଜ୍ଞାନିକ ଓ ଡାକ୍ତରମାନେ ।...
August 12, 2020,4:11 pm IST -
ସରକାରୀ ତଥ୍ୟ ଅନୁଯାୟୀ ଗତ କିଛି ମାସ ଧରି କରୋନା ସଂକ୍ରମଣର ହଟସ୍ପଟ୍ ଥିଲା ଗଞ୍ଜାମ ଜିଲ୍ଲା । କିନ୍ତୁ ଗତ ଦୁଇ ଦିନର ସରକାରୀ ତଥ୍ୟ ଅନୁସାରେ ଏବେ ଗଞ୍ଜାମ ଜିଲ୍ଲାର ସ୍ଥାନ ନେଇଛି ଖୋର୍ଦ୍ଧା ଜିଲ୍ଲା ।...
August 8, 2020,11:59 pm IST -
ସେରଲୋଜିକାଲ ସର୍ଭେଲାନ୍ସ ଦ୍ୱାରା କୌଣସି ଭୂତାଣୁବାହିତ ରୋଗର ପ୍ରଭାବ ସମୟରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ସ୍ପଷ୍ଟ ଧାରଣା ମିଳିଥାଏ । ଭୁବନେଶ୍ୱରରେ ସାନି ସେରଲୋଜିକାଲ ସର୍ଭିଲାନ୍ସ ରେ ୨,୫୦୦ ସାମ୍ପୁଲ ଟେଷ୍ଟ ହେବ ।...
August 5, 2020,10:46 pm IST