-
କ୍ରମାଗତ ଭାବେ ରୂପ ବଦଳାଉଛି କରୋନା ଭାଇରସ୍ । ନିକଟରେ ଓଡ଼ିଶାର ୧୮ଟି ଜିଲ୍ଲାରୁ ସଂଗୃହିତ ୨୨୫ଟି ସାମ୍ପଲ୍ ଭିତରୁ ୫ଟି କ୍ଲେଡ଼ର କରୋନା ଭୂତାଣୁର ସନ୍ଧାନ ମିଳିଛି । ଏହା ଆଗକୁ ଆସୁଥିବା ଟିକାର ସଫଳତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ।...
August 2, 2020,9:02 pm IST -
କରୋନା ମୁକାବିଲାରେ ପ୍ଲାଜମା ଚକିତ୍ସା ପଦ୍ଧତି ଏବେ ଲାଭଦାୟକ ହେଉଥିବାରୁ ପ୍ଲାଜମା ଦାତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପଦ୍ଧତି ଦ୍ୱାରା ସୁସ୍ଥ ହୋଇ ସାରିଥିବା ଓ ଧୀରେ ଧୀରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ୭୫ ପ୍ରତିଶତରୁ ଅଧିକ ଅଛି ।...
July 31, 2020,11:07 pm IST -
ରାଜ୍ୟରେ ପଞ୍ଜିକୃତ ୧୫ ଲକ୍ଷରୁ ଅଧିକ MSME ପ୍ରତିଷ୍ଠାନ ଭିତରୁ ପ୍ରାୟ ସାଢ଼େ ୪ ଲକ୍ଷ ଏବେ ଏକ ପ୍ରକାର ତାଲା ବନ୍ଦ୍ ଅବସ୍ଥାକୁ ଆସିଗଲେଣି । ପାଖାପାଖି ୫ ଲକ୍ଷରୁ ଅଧିକ ଲୋକ କର୍ମ ସଂସ୍ଥାନ ହରାଇବାର ସମ୍ଭାବନା ସୃଷ୍ଟି ହୋଇଛି ।...
July 26, 2020,11:59 pm IST -
କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ରୋଗର ଲକ୍ଷଣ ବଦଳିବା ଚିନ୍ତାଜନକ ବୋଲି ସ୍ବାସ୍ଥ୍ୟ ସେବା ପରିଚାଳକମାନେ ମତ ଦେଇଛନ୍ତି । କରୋନା ସଂକ୍ରମଣର ନୂଆ ଲକ୍ଷଣ ଚିକିତ୍ସା କ୍ଷେତ୍ରରେ ବାଧକ ସାଜିପାରେ ।...
July 24, 2020,9:25 pm IST -
ଘରୋଇ ବସ୍ ମାଲିକମାନେ କହିଛନ୍ତି ଯେ ଏତେ କମ୍ ସଂଖ୍ୟକ ଯାତ୍ରୀ ଯାଉଥିବାରୁ ସେମାନଙ୍କ ତେଲ ଖର୍ଚ୍ଚ ବି ଉଠୁନି । ସରକାର କେବଳ ମେ ଓ ଜୁନ ମାସର ଟିକସ ଛାଡ଼ କରିଛନ୍ତି । ତେଣୁ ସେମାନେ ବସ୍ ଚଳାଚଳ ବନ୍ଦ କରିବାକୁ ବାଧ୍ୟ ହୋଇପାରନ୍ତି ।...
July 16, 2020,11:24 pm IST -
କରୋନା ଭାଇରସ୍ ସଂକ୍ରମଣ ବାୟୁ-ବାହିତ ବୋଲି ବିଶ୍ବର ବହୁ ଦେଶର ବୈଜ୍ଞାନିକଙ୍କ ଦାବି ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସ୍ବୀକାର ପରେ ଆମ ରାଜ୍ୟରେ ସଚେତନତା ଓ ସାବଧାନୀର ଆବଶ୍ୟକତା ବହୁ ଗୁଣା ବଢ଼ିଯାଇଛି ।...
July 10, 2020,7:09 pm IST -
ବିଶ୍ୱ ବଜାରରେ ଅଶୋଧିତ ତୈଳର ଦାମ୍ ବଢ଼ି ନ ଥିବା ବେଳେ କୋଭିଡ଼ ମହାମାରୀ ସମୟରେ ଗତ ମାସକ ଭିତରେ ପେଟ୍ରୋଲ ଦାମ ଲିଟର ପିଛା ପ୍ରାୟ ୯ ଟଙ୍କା ଓ ଡ଼ିଜେଲ ଦାମ ପ୍ରାୟ ୧୧ ଟଙ୍କା ବଢିଲାଣି । ଟ୍ରକ୍ ଭଡ଼ା ବଢ଼ିଲେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବଢ଼ିବ ।...
June 27, 2020,6:39 pm IST -
ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୬୦ ଲକ୍ଷ ପରିବାର ସହ ଯୋଡ଼ିହେବାକୁ ପ୍ରୟାସ କରିବ ବିଜେପି । ମୋଦି ସରକାରଙ୍କ ସଫଳତାକୁ ରାଜ୍ୟରେ ପ୍ରଚାର କରିବା ଓ ନିଜକୁ ତୃଣମୂଳ ସ୍ତରରେ ମଜବୁତ କରିବା ଦଳର ଲକ୍ଷ ।...
June 20, 2020,11:09 pm IST -
‘ଇଣ୍ଡିଆ କେୟାରସ୍’ ପ୍ଲାଟଫର୍ମର ପରିସୀମା ଏବେ ସାରା ଦେଶରେ ବ୍ୟାପ୍ତ । ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ଖାଦ୍ୟ ଓ ଅନ୍ୟ ସହାୟତା ଯୋଗାଇବା ଓ ଅଟକି ରହିଥିବା ଲୋକଙ୍କୁ ଠିକଣା ସ୍ଥାନରେ ପହଞ୍ଚାଇବାରେ ଏହା ଏକ ମାଧ୍ୟମ ପାଲଟିଛି ।...
June 18, 2020,10:59 pm IST -
କରୋନା ଭାଇରସକୁ ନେଇ ଜାରି ଥିବା କଟକଣା ଯୋଗୁଁ ଦୀର୍ଘ ସମୟ ବିଦେଶରେ ଏକ ପ୍ରକାର ଅସହାୟ ଅବସ୍ଥାରେ ଅଟକି ରହିଥିବା ଏହି ଓଡ଼ିଆମାନେ ନିଜ ଜନ୍ମ ମାଟିରେ ପହଞ୍ଚି ଭାବ ବିହ୍ଵଳ ହୋଇ ପଡ଼ିଥିଲେ । ସେହି ବିମାନର ପାଇଲଟ ଥିଲେ ଓଡ଼ିଆ ଝିଅ ।...
June 14, 2020,7:46 pm IST -
ନୂଆ ଦିଲ୍ଲୀରେ କାର୍ଯ୍ୟକ୍ରମକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶୁଭାରମ୍ଭ କରିବେ। ୱେବ ଏକ୍ସ, ୟୁଟ୍ୟୁବ, ଫେସବୁକ ଓ ଟ୍ୱିଟର ମାଧ୍ୟମରେ ଦଳର ଉଦ୍ୟମ ପହଞ୍ଚିବ ଲୋକଙ୍କ ପାଖରେ । କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବେଆଇନ୍ ବୋଲି କହିଛି ।...
June 8, 2020,12:19 am IST -
ଗତ ବର୍ଷ ଯେଉଁ ସବୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଥିଲା ପୂର୍ବ ଭଳି ସେସବୁ ସ୍କୁଲରେ ମଧ୍ୟ ଚଳିତ ବର୍ଷ ନାମଲେଖା ହେବ । ଜୁଲାଇ ୧୫ ଯାଏ ନାମଲେଖା ପ୍ରକ୍ରିୟା ଚାଲିବ ।...
June 7, 2020,4:27 pm IST -
World Environment Day | ଏବେ ୩ଟି ମହାନଗର ନିଗମ – ସମ୍ବଲପୁର, ବ୍ରହ୍ମପୁର ଓ କଟକ – ସମେତ ବାରିପଦା ମୁନିସିପାଲଟିରେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଦାୟିତ୍ବ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଇଛି ।...
June 5, 2020,10:20 pm IST -
କେନ୍ଦ୍ର ସରକାର ଚାଉଳ, ଡାଲି, ଆଳୁ, ପିଆଜ ଓ ଖାଇବା ତେଲ ଆଦି ସାମଗ୍ରୀକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ବାଦ ଦେଇଛନ୍ତି । ଏହା ଦ୍ୱାରା କେବଳ କର୍ପୋରେଟ ହାଉସ ଲାଭରେ ରହିବେ ବୋଲି କହିଛି ବ୍ୟବସାୟୀ ମହାସଙ୍ଘ ।...
June 4, 2020,9:34 pm IST -
ସେସୁର ବିକ୍ରି ପଛରେ ଅନିୟମିତତା ଥିବା ସନ୍ଦେହ କରି ବିଦ୍ୟୁତ ଉପଭୋକ୍ତା ମହାସଙ୍ଘ କହିଛି ଯେ ୨୬ ତାରିଖରେ ବିକ୍ରି ପ୍ରକ୍ରିୟା ସରିଥିଲା, କିନ୍ତୁ ବହୁ ଦିନ ଆଗରୁ ଟାଟା ପାୱାର ନିଜ ନୂଆ ପ୍ରକଳ୍ପ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇସାରିଥିଲା ।...
May 31, 2020,12:02 am IST