-
ବିଶ୍ୱର ସବୁ ଠାରୁ ବଡ଼ ମହାମାରୀ କରୋନାର ମୁକାବିଲାରେ ସାରା ବିଶ୍ୱ ତ୍ରାହି ତ୍ରାହି ଡାକୁଥିବା ବେଳେ ଏ କ୍ଷେତ୍ରରେ ମୋଦିଙ୍କ ନେତୃତ୍ୱରେ ଭାରତର ଉଦ୍ୟମକୁ ବିଶ୍ୱ ସ୍ତରରେ ମିଳିଛି ଉଚ୍ଚ ପ୍ରଶଂସା।...
May 30, 2020,10:32 pm IST -
ରାଜ୍ୟରେ ବିଶେଷ ଭାବେ ଚିନ୍ତା ବଢ଼ାଇଛନ୍ତି ପ୍ରବାସୀ ଓଡ଼ିଆମାନେ । ସେମାନେ ରାଜ୍ୟକୁ ଫେରିବା ପରେ ଏବେ ରାଜ୍ୟରେ କରୋନା ସଂକ୍ରମଣ ଲଗାତର ବଢ଼ି ଚାଲିଛି । ଗୋଷ୍ଠି ସଂକ୍ରମଣ ହେଲେ ସ୍ଥିତି ଅସମ୍ଭାଳ ହୋଇପାରେ ।...
May 28, 2020,6:48 pm IST -
ରାଜ୍ୟରେ ୧,୭୦୦ରୁ ଅଧିକ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ଅଛନ୍ତି । କେବଳ ଭୁବନେଶ୍ୱର ଅଞ୍ଚଳରେ ଥିବା ୪୨ଟି ମଦ ଦୋକାନକୁ ଦିନକୁ କେବଳ ଭୁବନେଶ୍ବରରୁ ଆସୁଛି ୨୦ ହଜାରରୁ ଅଧିକ ଅନଲାଇନ୍ ଅଡ଼ର ।...
May 26, 2020,11:44 pm IST -
ଲମ୍ବା ସମୟ ବ୍ୟବଧାନରେ ଯାତ୍ରୀ ବିମାନ ସେବା ଆରମ୍ଭ ହୋଇଥିବାରୁ ଯାତ୍ରୀମାନେ ବେଶ୍ ଉତ୍ସାହିତ ଥିଲେ । ବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି ଖୁବ୍ ଶୀଘ୍ର ଉଡ଼ାଣ ନିୟମିତ ଓ ସ୍ୱାଭାବିକ ହେବ ।...
May 25, 2020,11:11 pm IST -
ସରକାରୀ ପ୍ରଚାର ସତ୍ତ୍ୱେ ରେଳ ଟିକଟ କ୍ୟାନସଲେସନ୍ ଓ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ଅନେକ ଯାତ୍ରୀ ହତାଶ ହୋଇଛନ୍ତି ।...
May 23, 2020,3:45 pm IST -
ସାମାଜିକ କାର୍ଯ୍ୟକ୍ରମ ଭିତରେ ବିବାହ ଉତ୍ସବ ଆୟୋଜନ କରିବାକୁ ତ ଅନୁମତି ମିଳିଛି, ହେଲେ ଏଥିରେ ୫୦ ଜଣରୁ ଅଧିକ ଲୋକ ଯୋଗ ଦେବାକୁ ଅନୁମତି ମିଳିବ ନାହିଁ ।...
May 23, 2020,2:21 pm IST -
ଭୁବନେଶ୍ୱରର ଛାତ୍ରୀ ସୌମ୍ୟା ସ୍ୱାଗତିକା ସ୍ୱାଇଁ ନିଜ ଅଭିନବ ଉଦ୍ୟମ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ବିଜେଇଏମ ସ୍କୁଲରେ ପଢ଼ିବା ସମୟରୁ ସେ ଇଂରାଜୀରେ କବିତା ଲେଖିଆସୁଛନ୍ତି ।...
May 19, 2020,6:00 pm IST -
ରାଜ୍ୟରେ ଏବେ ୩୪ଟି କୋଭିଡ ହସ୍ପିଟାଲ ଅଛି ଓ ସେଥିରେ ମୋଟ ପାଖାପାଖି ୫,୪୯୩ ଶଯ୍ୟା ଅଛି । ରାଜ୍ୟରେ ଏବେ ICU ସଂଖ୍ୟା ୨୯୬ । ରାଜ୍ୟରେ ସଂକ୍ରମିତଙ୍କ ବୃଦ୍ଧି ହାର ଦେଖିଲେ ଖୁବ୍ ଶୀଘ୍ର ଏହି ସୁବିଧା କମ୍ ପଡ଼ିପାରେ ।...
May 17, 2020,9:27 pm IST -
ଓଡ଼ିଶାରେ ଦୈନିକ ନିର୍ଗତ ହେଉଥିବା ପାଖାପାଖି ୧,୪୦୦ ଟନ୍ ବର୍ଜ୍ୟ ବସ୍ତୁ ମଧ୍ୟରୁ ୧୪ ଟନ୍ ବର୍ଜ୍ୟ ବସ୍ତୁର ପରିଚାଳନା ଘାତକ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି ।...
May 14, 2020,9:34 pm IST -
ଭୁବନେଶ୍ୱରରୁ ନୂଆ ଦିଲ୍ଲୀ ଯିବାକୁ ଥିବା ପ୍ରଥମ ଯାତ୍ରୀବାହୀ ଟ୍ରେନ ଭୁବନେଶ୍ୱର ଛାଡ଼ିବା ପରେ କେବଳ, କଟକ, ଭଦ୍ରକ ଓ ବାଲେଶ୍ଵର ଷ୍ଟେସନରେ ଅଟକିବ । ୧୪ ତାରିଖରେ ନୂଆ ଦିଲ୍ଲୀରୁ ଓଡ଼ିଶା ଅଭିମୁଖେ ବାହାରିବ ପ୍ରଥମ ଟ୍ରେନ ।...
May 11, 2020,9:26 pm IST -
ମଦର ଦାମ୍ ୨୫ ପ୍ରତିଶତ ବଢ଼ିଲେ ମାସକୁ ରାଜ୍ୟ ସରକାରଙ୍କୁ ଅଧିକ ୧୨୫ କୋଟି ଟଙ୍କାର ରାଜସ୍ବ ମିଳିବ ବୋଲି ଆଶା କରାଯାଉଛି । ରାଜ୍ୟ ସରକାର ଉଦ୍ୟମକୁ ସ୍ୱାଗତ କରିଛି ଓଡ଼ିଶା ମଦ ବ୍ୟବସାୟୀ ଆସୋସିଏସନ ।...
May 9, 2020,7:38 pm IST -
ଆବେଦନକାରୀଙ୍କୁ ସରକାରଙ୍କ ୱେବସାଇଟରେ ଲଗ୍ ଇନ୍ କରି ଆବେଦନ ଦେବାକୁ ହେବ । ମୋବାଇଲ ଫୋନ୍ ଓ ଇମେଲରେ ମିଳିଯିବ ପାସ୍ । ଯାତ୍ରା ସମୟରେ ଏହି ପାସକୁ ଡାଉନଲୋଡ଼ କରି ସାଙ୍ଗରେ ନେବାକୁ ହେବ ।...
May 8, 2020,9:44 pm IST -
କେତେକ ସରପଞ୍ଚ କ୍ବାରେଣ୍ଟିନ ସେଣ୍ଟରକୁ ଆସୋଲେସନ ସେଣ୍ଟର ଭାବେ ନ ରଖି ଆକ୍ଟିଭିଟି ସେଣ୍ଟରରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି, ଫଳରେ ପ୍ରବାସୀମାନେ ଘରକୁ ଯିବାକୁ ବ୍ୟଗ୍ର ହେବେନି ।...
May 7, 2020,10:30 pm IST -
ଆର୍.ପି.ଏଫ୍.ରେ କାର୍ଯ୍ୟରତ ସବିତା ରଥ ମାର୍ଚ୍ଚ ମାସରୁ ସବୁ ଦିନ ଅଫିସରୁ ଫେରି ଘରେ ବସି ତିଆରି କରୁଛନ୍ତି ମାସ୍କ ଓ ଗ୍ଲୋଭସ୍ । ବୁଲି ବୁଲି ଗରିବ ଓ ନିରାଶ୍ରୟ ଲୋକଙ୍କୁ ତାହା ବାଣ୍ଟୁଛନ୍ତି ।...
May 5, 2020,11:06 pm IST -
ସରକାର ଖୁବ୍ ଶୀଘ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ବଡ଼ ଆର୍ଥିକ ପ୍ୟାକେଜ ଘୋଷଣା ନ କଲେ ରାଜ୍ୟର ୪ ଲକ୍ଷରୁ ଅଧିକ କ୍ଷୁଦ୍ର ଶିଳ୍ପଦ୍ୟୋଗୀ ଓ ସେମାନଙ୍କ ୧୫ ଲକ୍ଷ କର୍ମଚାରୀଙ୍କ ସ୍ଥିତି ଆହୁରି ଖରାପ ହେବ ।...
May 2, 2020,8:47 pm IST