-
ଓଡ଼ିଶା ପହଞ୍ଚିବା ପରେ ପ୍ରବାସୀ ଓଡ଼ିଆମାନଙ୍କୁ ଷ୍ଟେସନରୁ ସରକାରୀ ଗାଡ଼ିରେ ନିଜ ନିଜର ଗାମ ପଞ୍ଚାୟତର କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ନିଆଯିବ । ସେଠି ସେମାନଙ୍କୁ ୧୪ ଦିନ ରଖାଯିବ ।...
May 2, 2020,7:54 pm IST -
ଭୁବନେଶ୍ୱର ଉପକଣ୍ଠ ଶିଶୁପାଳ ଗଡ଼ ଗ୍ରାମ ପଞ୍ଚାୟତ ପରି ଅନ୍ୟ ଅନେକ ପଞ୍ଚାୟତରେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରଖିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ସହିତ ୧୪ ଦିନ ପାଇଁ ବିଶେଷ ଡାକ୍ତର ବ୍ୟବସ୍ଥା ମଧ୍ୟ କରାଯାଇଛି ।...
April 29, 2020,6:05 pm IST -
ଗାଁ ଲୋକଙ୍କ ଯୁକ୍ତି ଯେ ଯଦିଓ ରାଜଧାନୀରେ ଦୁଇ ସପ୍ତାହ ହେଲା ନୂଆ କୋଭିଡ ପଜିଟିଭ ବାହାରିନାହିଁ, ଆଗକୁ ନ ବାହାରିବ ବୋଲି କହିହେବନି । ତେଣୁ ନିଜ ସୁରକ୍ଷା ସେମାନେ ନିଜ ହାତକୁ ନେଇଛନ୍ତି ।...
April 28, 2020,10:41 pm IST -
ଦୋକାନ ଉପରୁ କଟକଣା କୋହଳ ହେବା ସତ୍ତ୍ୱେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ଦୋକାନ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି । ସରକାରୀ ନିଷ୍ପତ୍ତି ବାବଦରେ ଅନେକ ବ୍ୟବସାୟୀ ଏ ପର୍ଯ୍ୟନ୍ତ ଅଜ୍ଞ ଅଛନ୍ତି ।...
April 28, 2020,3:41 pm IST -
ରାଜ୍ୟରେ କାର୍ଯ୍ୟ କ୍ଷେତ୍ରରେ ଶ୍ରମିକ ନିୟୋଜନରେ ଅଧିକ ସରକାରୀ କଟକଣା ସମସ୍ୟା ସୃଷ୍ଟି କରୁଛି ବୋଲି କହିଛନ୍ତି ଶ୍ରମିକ, ଠିକାଦାର ଓ ଶ୍ରମିକ ନେତାମାନେ ।...
April 26, 2020,8:39 pm IST -
ସାମାଜିକ କର୍ମୀମାନେ ଏହି ଯୋଜନାକୁ ସ୍ୱାଗତ କରିଥିବା ବେଳେ ଏହି ମହତ ଉଦ୍ୟମକୁ ସ୍ଵଚ୍ଛତା ଭିତ୍ତିରେ ପରିଚାଳନା କରାଗଲେ ଏହାର ପ୍ରକୃତ ଉଦ୍ଦେଶ୍ୟ ସାଧନ ହୋଇ ପାରିବ ବୋଲି ଶ୍ରମିକ ନେତାମାନେ କହିଛନ୍ତି ।...
April 25, 2020,5:21 pm IST -
ଏବେ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ୯୪ ଜଣ ସଂକ୍ରମିତ ଲୋକଙ୍କ ଭିତରୁ କେବଳ ଭୁବନେଶ୍ୱର ବାସିନ୍ଦାଙ୍କ ସଂଖ୍ୟ ୪୬ । ରାଜ୍ୟରେ ଏକ ମାତ୍ର ମୃତ୍ୟୁ ବରଣ କରିଥିବା କରୋନା ଆକ୍ରାନ୍ତ ମଧ୍ୟ ଭୁବନେଶ୍ୱର ବାସିନ୍ଦା ।...
April 24, 2020,8:00 pm IST -
ଭୁବନେଶ୍ୱର ସହର ପରେ ଯାଜପୁର ଓ ଭଦ୍ରକ ଜିଲ୍ଲା ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା । ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଭଦ୍ରକ ଓ ଯାଜପୁରରେ ୧୨ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।...
April 23, 2020,11:19 pm IST -
ଲକଡାଉନ ସମୟରେ କଡ଼ା ପୋଲିସ ଚେକିଂ ଭିତରେ ଅନ୍ୟ ରାଜ୍ୟରୁ ଏମାନେ ଓଡ଼ିଶା ଆସିଲେ କେମିତି? ଏମାନେ କଣ ସାମାଜିକ ବାସନ୍ଦ ଭୟରେ ତଥ୍ୟ ଲୁଚେଇ ଆସୁଥିଲେ? ଏସବୁ ପ୍ରଶ୍ନର ଉତ୍ତର ଏ ଯାଏଁ ମିଳି ନାହିଁ ।...
April 20, 2020,10:38 pm IST -
ବହୁ ଛୋଟ ବ୍ୟବସାୟୀ ନିଜର ଜୀବିକା ହରାଇ ପାରନ୍ତି । ସେମାନଙ୍କ ସହ ଦେଶରେ ବିଭିନ୍ନ ଘରୋଇ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୩୦ ଲକ୍ଷ ଲୋକ ବି ଜୀବିକା ହରାଇବାର ସମ୍ଭାବନା ଅଛି ।...
April 15, 2020,9:01 pm IST -
ଭୁବନେଶ୍ୱରରେ ଆଉ ୪ ଜଣ ଓ ଯାଜପୁରରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୬୦ ହେଲା । ଭୁବନେଶ୍ୱରର ୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଝାରପଡ଼ାର ଓ ଅନ୍ୟ ୩ ଜଣ ବୋମିଖାଲ ଅଞ୍ଚଳର ।...
April 14, 2020,7:10 pm IST -
ଏହି ମେସିନରେ ଥିବା ଚ୍ୟାମ୍ବର ଭିତରେ କେବଳ ୨୦ ସେକେଣ୍ଡ ପର୍ଯ୍ୟନ୍ତ ପଶି ବାହାରିଯିବାକୁ ହେବ । ବାସ୍, ହୋଇଗଲା ସାନିଟାଜିଙ୍ଗ । ଏହାକୁ ବନେଇଛନ୍ତି ଭୁବନେଶ୍ୱର ଶ୍ୟାମପୁର ବାସିନ୍ଦା ସନ୍ତୋଷ କୁମାର ସ୍ବାଇଁ ।...
April 9, 2020,7:48 pm IST -
ରାଜ୍ୟର ଅନ୍ୟ ସହର ତୁଳନାରେ କେବଳ ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା କ୍ରମାଗତଭାବେ ବଢ଼ି ଚାଲିଥିବାରୁ ଲୋକେ ଭୟଭୀତ ହୋଇଛନ୍ତି । ଏହି ଭୟ ଅହେତୁକ ବୋଲି କହିଛନ୍ତି ବିଶେଷଜ୍ଞମାନେ ।...
April 6, 2020,8:34 pm IST -
ସାନିଟାଇଜର୍ ଚୋରି SBIର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଲକଡାଉନ୍ ସମୟରେ ଏହି ବ୍ୟାଙ୍କର ରାଜ୍ୟରେ ୮୭ ପ୍ରତିଶତ ଶାଖା ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହୁଛି । ୯୫ ପ୍ରତିଶତ ଏଟିଏମରେ ନଗଦ ଟଙ୍କା ମିଳୁଛି ।...
April 2, 2020,6:45 pm IST -
ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ର ତଥ୍ୟ କହୁଛି ଭୁବନେଶ୍ୱରର ପରିବେଶ ଉପରେ ଲକଡାଉନର ଅନୁକୁଳ ପ୍ରଭାବ ପଡ଼ିଛି । ସହରର ଅଧିକାଂଶ ସ୍ଥାନରେ ଏଆର୍ କ୍ୱାଲିଟି ଇଣ୍ଡେକ୍ସ ଏବେ ଯଥେଷ୍ଟ ତଳେ ରହୁଛି ।...
March 29, 2020,7:22 pm IST