Odia Logo

ଓଡ଼ିଶା

CHANGE LANGUAGE
ଓଡ଼ିଆ
ENGLISH हिन्दी বাংলা ગુજરાતી ಕನ್ನಡ தமிழ் മലയാളം मराठी తెలుగు ਪੰਜਾਬੀ اردو অসমীয়া
WATCH LIVE TV
Download App
FOLLOW US
Trending Topics : #Odisha#CoronaVirus
  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • କରୋନା ଭାଇରସ
Just in
PM-Kisan: ବର୍ତ୍ତମାନ ଆପଣ ବାର୍ଷିକ ୬୦୦୦ ଟଙ୍କାର ଜାଗାରେ ନେଇପାରିବେ ୩୬୦୦୦ ର ଲାଭHanuman Jayanti: ମଙ୍ଗଳବାର ଦିନ ହନୁମାନ ଜୟନ୍ତୀ; ଜାଣନ୍ତୁ ବଜରଙ୍ଗବାଲିଙ୍କ ଜନ୍ମ କଥା
ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା

ଯାଜପୁରରେ ଦୁଇ ଜଣ ଯୁବତୀ ପରସ୍ପରକୁ ବାହା ହେଲେ; ପରିବାର ଡରରେ ଥାନାକୁ ଆସିଲେ

ପରସ୍ପରକୁ ଦୁଇ ବର୍ଷ ଧରି ଭଲପାଇବା ପରେ ବିବାହ କଲେ ଦୁଇ ଯୁବତୀ । ହେଲେ ବିବାହର ସପ୍ତାହକ ପରେ ସେମାନଙ୍କ ପରିବାର ତରଫରୁ ଆସିଲା ଧମକ ଚମକ । ଏବେ ଏହି ସମଲିଙ୍ଗୀ ଦମ୍ପତି ନିଜ ସୁରକ୍ଷା ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।

News18 Odia | News18 Odia | January 14, 2021, 7:14 PM IST
1/ 9
 ଯାଜପୁର ଜିଲ୍ଲାର ଶୁଭଲକ୍ଷ୍ମୀ ପତି (୨୨ ବର୍ଷ) ଓ ଲଷ୍ମୀପ୍ରିୟା ମିଶ୍ର (୨୧ ବର୍ଷ) ପରସ୍ପରକୁ ଭଲ ପାଇ ବସିଲେ ଓ ବାହା ହେଲେ । ହେଲେ ଏବେ ଏହି ସମଲିଙ୍ଗୀ ସମ୍ପର୍କକୁ ପାରିବାରିକ ସ୍ୱୀକୃତି ମିଳୁ ନାହିଁ, ବରଂ ଉଭୟ ପରିବାର ତରଫରୁ ଧମକ ମିଳୁଛି ବୋଲି ଦୁହେଁ କହିଛନ୍ତି ।

2/ 9
 ଦୀର୍ଘ ଦୁଇ ବର୍ଷ ଧରି ଉଭୟ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ତା’ ପରେ ଦୁହେଁ ଜାନୁଆରୀ ୨ ତାରିଖରେ ପ୍ରଥମେ ମନ୍ଦିରରେ ଓ ତା’ପରେ କୋର୍ଟରେ ବିବାହ କରିଛନ୍ତି ।

ଦୀର୍ଘ ଦୁଇ ବର୍ଷ ଧରି ଉଭୟ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ତା’ ପରେ ଦୁହେଁ ଜାନୁଆରୀ ୨ ତାରିଖରେ ପ୍ରଥମେ ମନ୍ଦିରରେ ଓ ତା’ପରେ କୋର୍ଟରେ ବିବାହ କରିଛନ୍ତି ।

3/ 9
 ‘‘ଆମେ ପରସ୍ପର ସହିତ ଖୁବ୍ ଖୁସିରେ ଅଛୁ । ସମଲିଙ୍ଗୀ ବିବାହକୁ ସୁପ୍ରିମ୍ କୋର୍ଟ ବି ମାନ୍ୟତା ଦେଇଛନ୍ତି । ତେଣୁ କେଉଁଠି କିଛି ଅସୁବିଧା ନାହିଁ । ହେଲେ ଆମ ପରିବାର ଲୋକେ ଏ ପର୍ଯ୍ୟନ୍ତ ବୁଝୁନାହାନ୍ତି ଓ ଆମକୁ ହଇରାଣ କରୁଛନ୍ତି,’’କହିଛନ୍ତି ସ୍ୱାମୀ ଭୂମିକାରେ ଥିବା ଲଷ୍ମୀପ୍ରିୟା ମିଶ୍ର ।

4/ 9
 ସ୍ତ୍ରୀ ଭୂମିକାରେ ଥିବା ଶୁଭଲଷ୍ମୀ ପତି କହିଛନ୍ତି, ‘‘ଆମ ପରିବାର ଏବେ ଆମକୁ ଜୀବନରୁ ମାରିଦେବେ ବୋଲି କହୁଛନ୍ତି । ଆମେ ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ଅନୁଭବ କରୁଛୁ ଓ ପୋଲିସ ଠାରୁ ସୁରକ୍ଷାର ଗୁହାରୀ କରୁଛୁ । ଆମେ ତ ଉଭୟ ସାବାଳକ । ତେଣୁ ଆମକୁ ଆମ ବାଟରେ ଛାଡ଼ି ଦିଆଯିବା ଉଚିତ ।’’

5/ 9
 ଏହି ସମଲିଙ୍ଗୀ ଦମ୍ପତି ଏବେ ନିଜର ସୁରକ୍ଷା ଓ ନ୍ୟାୟ ପାଇଁ ଦାନଗଦି ଫାଣ୍ଡିରେ ଆଶ୍ରୟ ନେଇଛନ୍ତି ।

ଏହି ସମଲିଙ୍ଗୀ ଦମ୍ପତି ଏବେ ନିଜର ସୁରକ୍ଷା ଓ ନ୍ୟାୟ ପାଇଁ ଦାନଗଦି ଫାଣ୍ଡିରେ ଆଶ୍ରୟ ନେଇଛନ୍ତି ।

6/ 9
 ସ୍ତ୍ରୀ ଭୂମିକାରେ ଥିବା ଶୁଭଲକ୍ଷ୍ମୀ ପତି ଜଖପୁରା ଥାନା ଅନ୍ତର୍ଗତ ରାବଣା ଗ୍ରାମର ଶ୍ରୀଧର ପତିଙ୍କ ଝିଅ । ସେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ଼ ଭାବେ କାର୍ଯ୍ୟ କରନ୍ତି ।

ସ୍ତ୍ରୀ ଭୂମିକାରେ ଥିବା ଶୁଭଲକ୍ଷ୍ମୀ ପତି ଜଖପୁରା ଥାନା ଅନ୍ତର୍ଗତ ରାବଣା ଗ୍ରାମର ଶ୍ରୀଧର ପତିଙ୍କ ଝିଅ । ସେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ଼ ଭାବେ କାର୍ଯ୍ୟ କରନ୍ତି ।

7/ 9
 ସ୍ୱାମୀ ଭୂମିକାରେ ଥିବା ଲଷ୍ମୀପ୍ରିୟା ମିଶ୍ର କୋରେଇ ଥାନା ଅନ୍ତର୍ଗତ ଚାନ୍ଦମା ଗ୍ରାମର ସୁରେନ୍ଦ୍ର ମିଶ୍ରଙ୍କ ଝିଅ ।

ସ୍ୱାମୀ ଭୂମିକାରେ ଥିବା ଲଷ୍ମୀପ୍ରିୟା ମିଶ୍ର କୋରେଇ ଥାନା ଅନ୍ତର୍ଗତ ଚାନ୍ଦମା ଗ୍ରାମର ସୁରେନ୍ଦ୍ର ମିଶ୍ରଙ୍କ ଝିଅ ।

8/ 9
 ଏହି ସମଲିଙ୍ଗୀ ବିବାହକୁ ନେଇ ଲକ୍ଷ୍ମୀପ୍ରିୟାଙ୍କ ବାପା ବି କୋରେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ମୁତାବକ ଦୁଇ ସମଲିଙ୍ଗୀ ପରପ୍ପରକୁ ବିବାହ କରି ଦାନଗଦି ଅଞ୍ଚଳରେ ରହୁଥିଲେ । ଏବେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଦାନଗଦି ଫାଣ୍ଡିରେ ଅଭିଯୋଗ କରିଥିବା ସେ କହିଛନ୍ତି ।

9/ 9
 କୋରେଇ ଥାନା ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

କୋରେଇ ଥାନା ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଚ଼ର୍ଚ୍ଚିତ ଖବର

  • PM-Kisan: ଖୁସି ଖବର! ବର୍ତ୍ତମାନ ଆପଣ ବାର୍ଷିକ ୬୦୦୦ ର ଜାଗାରେ ନେଇପାରିବେ ୩୬୦୦୦ ର ଲାଭ; ଜାଣନ୍ତୁ କିପରି
  • Hanuman Jayanti 2021: ମଙ୍ଗଳବାର ଦିନ ହନୁମାନ ଜୟନ୍ତୀ; ଜାଣନ୍ତୁ ବଜରଙ୍ଗବାଲିଙ୍କ ଜନ୍ମ କଥା
  • Sarkari Naukri: ରେଳବାଇ ୧୦୦୦ ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା; ଦଶମ ପାସ୍ ପାଇଁ ମଧ୍ୟ ସୁଯୋଗ
  • COVID-19 in India: ୨୪ ଘଣ୍ଟାରେ ମିଳିଲା ୩.୪୯ ଲକ୍ଷରୁ ଅଧିକ କରୋନା ମାମଲା; ୨୭୬୭ ଜଣଙ୍କର ମୃତ୍ୟୁ ହେଲା

Live TV

News18 Odia Logo
News18 India Logo
News18 CNN logo
News18 Bangla Logo
News18 Rajasthan Logo
News18 Bihar, Jharkhand Logo
News18 Madhya Pradesh, Chhattisgarh logo
News18 Uttar Pradesh, Uttarakhand Logo
News18 Punjab, Haryana, Himachal Logo
News18 Kannada Logo
News18 Kerala Logo
News18 Tamil Logo
News18 Urdu Logo
News18 Odia/NorthEast Logo
Lokmat Logo

ବିଭାଗ

  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • ଲାଇଭ ଟିଭି

ଚ଼ର୍ଚ୍ଚିତ ଖବର

  • PM-Kisan: ବର୍ତ୍ତମାନ ଆପଣ ବାର୍ଷିକ ୬୦୦୦ ଟଙ୍କାର ଜାଗାରେ ନେଇପାରିବେ ୩୬୦୦୦ ର ଲାଭ
  • Hanuman Jayanti: ମଙ୍ଗଳବାର ଦିନ ହନୁମାନ ଜୟନ୍ତୀ; ଜାଣନ୍ତୁ ବଜରଙ୍ଗବାଲିଙ୍କ ଜନ୍ମ କଥା
  • Sarkari Naukri: ରେଳବାଇ ୧୦୦୦ ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା
  • COVID-19: ୨୪ ଘଣ୍ଟାରେ ମିଳିଲା ୩.୪୯ ଲକ୍ଷରୁ ଅଧିକ କରୋନା ମାମଲା; ୨୭୬୭ ମୃତ୍ୟୁ ହେଲା
  • ମେ' ମାସର ଏତିକି ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ; ଦେଖନ୍ତୁ ଛୁଟିଦିନର ସମ୍ପୂର୍ଣ୍ଣ List
  • About us
  • Contact Us
  • Sitemap
  • Privacy Policy
  • Cookie Policy

Network 18 Sites

  • News18 India
  • CricketNext
  • News18 States
  • Bangla News
  • Odia News
  • Urdu News
  • Marathi News
  • TopperLearning
  • Moneycontrol
  • Firstpost
  • CompareIndia
  • History India
  • MTV India
  • In.com
  • Burrp
  • Clear Study Doubts
  • CAprep18
  • Education Franchisee Opportunity
CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
© Copyright Network18 Media and Investments Ltd 2020. All rights reserved. NETWORK 18 SITES