Odia Logo

ଓଡ଼ିଶା

CHANGE LANGUAGE
ଓଡ଼ିଆ
ENGLISH हिन्दी বাংলা ગુજરાતી ಕನ್ನಡ தமிழ் മലയാളം मराठी తెలుగు ਪੰਜਾਬੀ اردو অসমীয়া
WATCH LIVE TV
Download App
FOLLOW US
Trending Topics : #Odisha#CoronaVirus
  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • କରୋନା ଭାଇରସ
Just in
ସଟଡାଉନ୍ ମଧ୍ୟରେ ‘ମୋ ବସ୍’ ସେବା ଚାଲୁ ରହିଛି, ହେଲେ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଛିଟିକାର ଦ୍ୱିତୀୟ ଡୋଜକୁ ନେଇ ଦ୍ୱନ୍ଦ୍ୱ: କେତେ ଦାମ୍ ରହିବ ଓ କେଉଁଠି ନେବେ ଅସ୍ପଷ୍ଟ ଅଛି
ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା

କଟକ ବିଡ଼ାନାସି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହେଲା; ଦୋକାନରେ ହାଣି ହତ୍ୟା କରିଥିଲା

ଭୁଜାଲି ଓ ଲୁହା ପାଇପରେ ହାଡ଼ିଆ ଉପରେ ହୋଇଥିଲା ଆକ୍ରମଣ । ଶାନ୍ତନୁ ଓ ତା’ ଭାଇ ଦୀପକ ମିଶି ହାଡ଼ିଆର ହାତ କାଟି ଦେଇଥିଲେ । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିଲା ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

News18 Odia | News18 Odia | February 24, 2021, 5:53 PM IST
1/ 6
 କଟକ ବିଡ଼ାନାସିର ମଦ ମାଫିଆ ପ୍ରକାଶ ବେହେରା ଓରଫ ହାଡ଼ିଆ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଶାନ୍ତନୁ ମଲ୍ଲିକକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

କଟକ ବିଡ଼ାନାସିର ମଦ ମାଫିଆ ପ୍ରକାଶ ବେହେରା ଓରଫ ହାଡ଼ିଆ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଶାନ୍ତନୁ ମଲ୍ଲିକକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

2/ 6
 ହତ୍ୟା କରି ଶାନ୍ତନୁ ମଲ୍ଲିକ ହାଇଦ୍ରାବାଦ ଚାଲି ଯାଇଥିଲା ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ମୁଖ୍ୟ ଅଭିଯୁକ୍ତ ଶାନ୍ତନୁ ମଲ୍ଲିକକୁ ବିଡ଼ାନାସୀ ଥାନା ପୋଲିସ ଗିରଫ କରିଛି ବୋଲି ସେ କହିଛନ୍ତି ।

ହତ୍ୟା କରି ଶାନ୍ତନୁ ମଲ୍ଲିକ ହାଇଦ୍ରାବାଦ ଚାଲି ଯାଇଥିଲା ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ମୁଖ୍ୟ ଅଭିଯୁକ୍ତ ଶାନ୍ତନୁ ମଲ୍ଲିକକୁ ବିଡ଼ାନାସୀ ଥାନା ପୋଲିସ ଗିରଫ କରିଛି ବୋଲି ସେ କହିଛନ୍ତି ।

3/ 6
 ଗତ ବର୍ଷ ସେପ୍ଟେମ୍ବର ମାସ ୨ ତାରିଖରେ ଆଲିସା ବଜାରର ପ୍ରକାଶ ବେହେରା ଓରଫ ହାଡି଼ଆକୁ ବିଡ଼ାନାସି ସ୍ଥିତ ଏକ ଦୋକାନରେ ହାଣି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ ।

ଗତ ବର୍ଷ ସେପ୍ଟେମ୍ବର ମାସ ୨ ତାରିଖରେ ଆଲିସା ବଜାରର ପ୍ରକାଶ ବେହେରା ଓରଫ ହାଡି଼ଆକୁ ବିଡ଼ାନାସି ସ୍ଥିତ ଏକ ଦୋକାନରେ ହାଣି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ ।

4/ 6
 ମଦ ବ୍ୟବସାୟ କରୁଥିବା ହାଡ଼ିଆ ଆପରାଧିକ ମାମଲାରେ ମଧ୍ୟ ସମ୍ପୃକ୍ତ ଥିଲା । ସତୀଚଉରା ଛକ ନିକଟସ୍ଥ ଇପସାରଗଡ଼ାରେ ହୋଇଥିଲା ତା’ ଉପରେ ହୋଇଥିଲା ସଙ୍ଘବଦ୍ଧ ଆକ୍ରମଣ ।

ମଦ ବ୍ୟବସାୟ କରୁଥିବା ହାଡ଼ିଆ ଆପରାଧିକ ମାମଲାରେ ମଧ୍ୟ ସମ୍ପୃକ୍ତ ଥିଲା । ସତୀଚଉରା ଛକ ନିକଟସ୍ଥ ଇପସାରଗଡ଼ାରେ ହୋଇଥିଲା ତା’ ଉପରେ ହୋଇଥିଲା ସଙ୍ଘବଦ୍ଧ ଆକ୍ରମଣ ।

5/ 6
 ଭୁଜାଲି ଓ ଲୁହା ପାଇପରେ ହାଡ଼ିଆ ଉପରେ ହୋଇଥିଲା ଆକ୍ରମଣ । ଶାନ୍ତନୁ ଓ ତା’ ଭାଇ ଦୀପକ ମିଶି ହାଡ଼ିଆର ହାତ କାଟି ଦେଇଥିଲେ । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିଲା ।

ଭୁଜାଲି ଓ ଲୁହା ପାଇପରେ ହାଡ଼ିଆ ଉପରେ ହୋଇଥିଲା ଆକ୍ରମଣ । ଶାନ୍ତନୁ ଓ ତା’ ଭାଇ ଦୀପକ ମିଶି ହାଡ଼ିଆର ହାତ କାଟି ଦେଇଥିଲେ । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିଲା ।

6/ 6
 ମଦ ରଖିବା ସ୍ଥାନକୁ ନେଇ ହାଡ଼ିଆ ସହ ଏହି ଦୁଇ ଭାଇଙ୍କର ବାରମ୍ବାର ଝଗଡ଼ା ହେଉଥିଲା । ଅନ୍ୟ ଅଭିଯୁକ୍ତ ଦୀପକ ମଲ୍ଲିକ ଏବେ ବି ଫେରାର ଅଛି ।

ମଦ ରଖିବା ସ୍ଥାନକୁ ନେଇ ହାଡ଼ିଆ ସହ ଏହି ଦୁଇ ଭାଇଙ୍କର ବାରମ୍ବାର ଝଗଡ଼ା ହେଉଥିଲା । ଅନ୍ୟ ଅଭିଯୁକ୍ତ ଦୀପକ ମଲ୍ଲିକ ଏବେ ବି ଫେରାର ଅଛି ।

ଚ଼ର୍ଚ୍ଚିତ ଖବର

  • ସଟଡାଉନ୍ ମଧ୍ୟରେ ‘ମୋ ବସ୍’ ସେବା ଚାଲୁ ରହିଛି, ହେଲେ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଛି
  • ଟିକାର ଦ୍ୱିତୀୟ ଡୋଜକୁ ନେଇ ବଢି଼ଲା ଦ୍ୱନ୍ଦ୍ୱ; କେତେ ଦାମ୍ ରହିବ ଓ କେଉଁଠି ନେବେ ତାହା ଅସ୍ପଷ୍ଟ ଅଛି
  • ଶ୍ରୀମନ୍ଦିରରେ କାଠ ଫାଳିଆରେ ସହକର୍ମୀଙ୍କୁ ଆକ୍ରମଣ କରିଥିବା ଜେ.ଟି.ପି. କର୍ମୀ ନିଲମ୍ବିତ ହେଲେ
  • ଓଡ଼ିଶାରେ ୭,୦୦୦ ମୁହାଁ ହେଉଛି ଦୈନିକ କରୋନା ସଂକ୍ରମଣ; ମେ ପ୍ରଥମ ସପ୍ତାହରେ ତଳକୁ ଖସିପାରେ

Live TV

News18 Odia Logo
News18 India Logo
News18 CNN logo
News18 Bangla Logo
News18 Rajasthan Logo
News18 Bihar, Jharkhand Logo
News18 Madhya Pradesh, Chhattisgarh logo
News18 Uttar Pradesh, Uttarakhand Logo
News18 Punjab, Haryana, Himachal Logo
News18 Kannada Logo
News18 Kerala Logo
News18 Tamil Logo
News18 Urdu Logo
News18 Odia/NorthEast Logo
Lokmat Logo

ବିଭାଗ

  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • ଲାଇଭ ଟିଭି

ଚ଼ର୍ଚ୍ଚିତ ଖବର

  • ସଟଡାଉନ୍ ମଧ୍ୟରେ ‘ମୋ ବସ୍’ ସେବା ଚାଲୁ ରହିଛି, ହେଲେ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଛି
  • ଟିକାର ଦ୍ୱିତୀୟ ଡୋଜକୁ ନେଇ ଦ୍ୱନ୍ଦ୍ୱ: କେତେ ଦାମ୍ ରହିବ ଓ କେଉଁଠି ନେବେ ଅସ୍ପଷ୍ଟ ଅଛି
  • ଶ୍ରୀମନ୍ଦିରରେ କାଠ ଫାଳିଆରେ ସହକର୍ମୀଙ୍କୁ ଆକ୍ରମଣ କରିଥିବା JTP କର୍ମୀ ନିଲମ୍ବିତ ହେଲେ
  • ଓଡ଼ିଶାରେ ୭,୦୦୦ ମୁହାଁ ହେଉଛି ଦୈନିକ କରୋନା ସଂକ୍ରମଣ; ମେ ପ୍ରଥମ ସପ୍ତାହରେ କମିପାରେ
  • ‘ବାପାଙ୍କୁ କୁମ୍ଭ ମେଳାକୁ ନ ଯିବାକୁ କହିଥିଲି; ସେ ଶୁଣିଲେନି’: ଶ୍ରବଣ ରାଠୋଡ଼ଙ୍କ ପୁଅ
  • About us
  • Contact Us
  • Sitemap
  • Privacy Policy
  • Cookie Policy

Network 18 Sites

  • News18 India
  • CricketNext
  • News18 States
  • Bangla News
  • Odia News
  • Urdu News
  • Marathi News
  • TopperLearning
  • Moneycontrol
  • Firstpost
  • CompareIndia
  • History India
  • MTV India
  • In.com
  • Burrp
  • Clear Study Doubts
  • CAprep18
  • Education Franchisee Opportunity
CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
© Copyright Network18 Media and Investments Ltd 2020. All rights reserved. NETWORK 18 SITES