ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା
1/ 11
ନବବଧୂକୁ ନିର୍ଯାତନାର ଏକ ନୂଆ ଓ ଲୋମହର୍ଷକ ମାମଲା ଆସିଛି ଗଞ୍ଜାମ ଜିଲ୍ଲାରୁ । ନବବଧୂକୁ ଶାଶୁଘର ଲୋକେ ମାଡ଼ ମାରିବା ପରେ ତା’ ହାତ ଗୋଡ଼ ବାନ୍ଧି ପଡ଼ୋଶୀ ଘର ଡୋଲିରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି ।
7/ 11
ଡୋଲି ଭିତରେ ଫିଙ୍ଗିଦେବା ପୂର୍ବରୁ ନବବଧୂର ଶାଶୁଘର ଲୋକେ ତାକୁ ନିସ୍ତୁକ ମାଡ଼ ମାରିଥିଲେ ବୋଲି କହିଛନ୍ତି ତାଙ୍କ ମା’ ଦୁଃଖୀ ପ୍ରଧାନ ।
10/ 11
‘‘ନବ ବଧୂ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ଘଟଣା ସମ୍ପର୍କରେ କିଛି କହିପାରୁନାହାଁନ୍ତି । ପୀଡ଼ିତାଙ୍କ ବୟାନକୁ ଆଧାର କରି ଆଗାମୀ ତଦନ୍ତ କରାଯିବ ବୋଲି ପୋଲିସ କହିଛି,’’ କହିଛନ୍ତି ବୁଗୁଡ଼ା ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ।




