ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
Viral PHOTOS: ବର୍ଷର ଅନ୍ତରେ ଶମା ସିକନ୍ଦର୍ ନିଜ ହଟ୍ ଅବତାର ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି
ଏବେ ଦୁବାଇରେ ରହୁଥିବା ବଲିଉଡ୍ ଅଭିନେତ୍ରୀ ଶମା ସିକନ୍ଦର (Shama Sikander) ବର୍ଷ ଶେଷରେ ଶେୟାର୍ କରିଥିବା ନିଜର କେତେକ ଫଟୋ ଇଣ୍ଟରନେଟରେ ହଙ୍ଗାମା ମଚାଇଛି । ଶମାଙ୍କ ପ୍ରଶଂସକମାନେ ଏହି ଫଟୋଗୁଡ଼ିକୁ ଖୁବ୍ ପସନ୍ଦ କରୁଥିବା ଦେଖାଯାଉଛି ।
2/ 45
ବଲିଉଡ ଅଭିନେତ୍ରୀ ଶମା ସିକନ୍ଦର (Shama Sikander) ନିଜ ବୋଲ୍ଡ ଫଟୋ କାରଣରୁ ପୁଣି ହେଡଲାଇନରେ ଅଛନ୍ତି । ସେ ସୋସିଆଲ ମିଡ଼ିଆରେ ପୁଣି ନିଜର କିଛି ବୋଲ୍ଡ ଫଟୋ ସେୟାର କରିଛନ୍ତି । ଫଟୋଗୁଡ଼ିକ ଭାଇରାଲ୍ ହେଉଛି ।
3/ 45
ଶମା ଏବେ ଦୁବାଇରେ ରହୁଛନ୍ତି । ସେ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଅଛନ୍ତି । ତାଙ୍କର ସଦ୍ୟ ଫଟୋ ସେ ଏଇଠି ସେୟାର କରିଛନ୍ତି ।
5/ 45
ବର୍ଷର ଶେଷରେ ଶମା ସିକନ୍ଦରଙ୍କ (Shama Sikander) ଦ୍ୱାରା ସେୟାର କରାଯାଇଥିବା ଫଟୋ ଏବେ ଇଣ୍ଟରନେଟରେ ବ୍ୟାପିଚାଲିଛି ।
8/ 45
ତାଙ୍କର ହଟ୍ ଶୈଳୀ ବିଷୟରେ ସୋସିଆଲ ମିଡ଼ିଆରେ ସର୍ବଦା ଆଲୋଚନା ଚାଲିଥାଏ । (ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @shamasikander)
14/ 45
ଶମା ସିକନ୍ଦର ଅନେକ ଡ୍ୟାନ୍ସ ରିଆଲିଟି ସୋ, ୱେବ୍ ସିରିଜ୍ ଓ ମ୍ୟୁଜିକ୍ ଭିଡିଓରେ ବି ଅଭିନୟ କରିଛନ୍ତି । ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। (ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ @shamasikander)




