ଅରବାଜ ଖାନଙ୍କ ଗର୍ଲଫ୍ରେଣ୍ଡ ଜର୍ଜିଆ ଆଣ୍ଡ୍ରେନିଙ୍କ ବିକିନି ଫଟୋ ଭାଇରାଲ ହେଲା; ଇଣ୍ଟରନେଟର ପାରା ଚଢ଼ାଉଛି ଏହି PHOTOS
ଜର୍ଜିଆ ଆଣ୍ଡ୍ରିଆନି ନିଜର ଲାଟେଷ୍ଟ ଫଟୋସୁଟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଧମାଲ ମଚାଉଛି । ଏହି ଫଟୋ ଗୁଡ଼ିକରେ ଜର୍ଜିଆ ଏକ ବିକିନିରେ ଅତି ଗ୍ଲାମରସ୍ ଅବତାରରେ ନଜର ଆସିଛନ୍ତି ।
ମୁମ୍ବାଇ: ବଲିଉଡ ଅଭିନେତା ଅରବାଜ ଖାନ (Arbaaz Khan) ଆଜିକାଲି ଜର୍ଜିଆ ଆଣ୍ଡ୍ରିଆନିଙ୍କ (Giorgia Andriani) ସହ ରିଲେସନସିପରେ ଥିବା ଯୋଗୁଁ ହେଡଲାଇନରେ ଅଛନ୍ତି । ମଲାଇକା ଆରୋରା ଠାରୁ ଅଲଗା ହେବା ପରେ ଅରବାଜ ଖାନ ଜର୍ଜିଆକୁ ଡେଟ କରୁଛନ୍ତି ଓ ଏହି କଥା କାହାକୁ ଅଛପା ନାହିଁ । ଅରବାଜ ପ୍ରାୟତଃ ଜର୍ଜିଆ ସହିତ ବୁଲାବୁଲି କରୁଥିବା ନଜର ଆସିଥାନ୍ତି ।ଲକଡାଉନ ସମୟରେ ଜର୍ଜିଆ (Giorgia Andriani Photos) ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ଅରବାଜଙ୍କ କେଶ କାଟୁଥିବାର ନଜର ଆସିଥିଲେ । (ଫଟୋ କ୍ରେଡିଟ୍: instagram/@giorgia.andriani22)<br />
ବର୍ତ୍ତମାନ ଜର୍ଜିଆ ସୋସିଆଲ ମିଡିଆରେ ତାଙ୍କର ଅପଡେଟ ଫଟୋସୁଟର ଫଟୋ ସେୟାର କରିଛନ୍ତି । ଯାହା ଏବେ ଧମାଲ ମଚାଉଛି । (ଫଟୋ କ୍ରେଡିଟ୍: instagram/@giorgia.andriani22)<br />
ଜର୍ଜିଆ ଆଣ୍ଡ୍ରିଆନି ଏହି ଫଟୋସୁଟକୁ ସମୁଦ୍ର କୂଳରେ ଥିବା ଏକ ପେଷ୍ଟେଲ ରଙ୍ଗର ବିକିନିରେ କରିଛନ୍ତି । ଯେଉଁଥିରେ ତାଙ୍କୁ ଏକ ଭିନ୍ନ ଭିନ୍ନ ଶୈଳୀରେ ଦେଖିବାକୁ ମିଳୁଛି । (ଫଟୋ କ୍ରେଡିଟ୍: instagram/@giorgia.andriani22)<br />
ଏହି ଫଟୋସୁଟରେ ଜର୍ଜିଆ ଆଣ୍ଡ୍ରେନି ଏକ ଗ୍ଲାମରସ୍ ଓ ବୋଲ୍ଡ ଅବତାରରେ ନଜର ଆସିଛନ୍ତି । (ଫଟୋ କ୍ରେଡିଟ୍: instagram/@giorgia.andriani22)<br />




