PHOTOS: କିଆରା ଆଡଭାନୀଙ୍କ ପରେ ଏବେ ବିଦିତା ବାଗ କଲେ ଟପଲେସ୍ ଫଟୋସୁଟ୍
ନିଜ ଫଟୋଗୁଡିକୁ ସେୟାର୍ କରି ବିଦିତା ବାଗ (Bidita Bag) କହିଛନ୍ତି, "ଯେହେତୁ ଏହା ନୂଆ ବର୍ଷ ଅଟେ ଓ ସମସ୍ତେ ସେମାନଙ୍କର ଛୁଟିଦିନର ଫଟୋ ଅପଲୋଡ୍ କରୁଛନ୍ତି ଓ ସେମାନଙ୍କର ବିକିନି ଶରୀରକୁ ଚମକାଇ ଦେଉଛନ୍ତି । ୨୦୨୦ ପର୍ଯ୍ୟନ୍ତ ଏହା ଅନ୍ୟମାନଙ୍କ ପରି ମୋ ପାଇଁ କଷ୍ଟକର ହୋଇପଡିଛି ।"
ନୂଆ ଦିଲ୍ଲୀ: ଗତ ବର୍ଷ ଫେବୃଆରୀରେ ଯେତେବେଳେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଦ୍ୱାରା ଟପଲେସ ଫଟୋସୁଟ କରାଯାଇଥିଲା । ଯାହା ସୋସିଆଲ ମିଡିଆରେ ତାଙ୍କ ଫଟୋ ଚାରିଆଡେ ଛାଇ ଯାଇଥିଲା । ଚଳିତ ବର୍ଷ ପ୍ରାରମ୍ଭରେ ବଲିଉଡ ଅଭିନେତ୍ରୀ ବିଦିତା ବାଗଙ୍କୁ ଏକ ଟପଲେସ ଫଟୋସୁଟ କରିବାର ଦେଖିବାକୁ ମିଳିଛି । ଯାହାକୁ ସେ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । (ଫଟୋ ସୌଜନ୍ୟ: Instagram @biditabag)
ଏହି ଫଟୋଗୁଡିକୁ ସେୟାର୍ କରି ସେ କହିଛନ୍ତି, "ଯେହେତୁ ଏହା ନୂଆ ବର୍ଷ ଅଟେ ଓ ସମସ୍ତେ ସେମାନଙ୍କର ଛୁଟିଦିନର ଫଟୋ ଅପଲୋଡ୍ କରୁଛନ୍ତି ଓ ସେମାନଙ୍କର ବିକିନି ଶରୀରକୁ ଚମକାଇ ଦେଉଛନ୍ତି । ୨୦୨୦ ପର୍ଯ୍ୟନ୍ତ ଏହା ଅନ୍ୟମାନଙ୍କ ପରି ମୋ ପାଇଁ କଷ୍ଟକର ହୋଇପଡିଛି । ମୁଁ କ୍ୱଚିତ୍ ନିଜ ପାଇଁ କିଛି କିଣିଛି ।" (ଫଟୋ ସୌଜନ୍ୟ: Instagram @biditabag)
ସେ ଆଗକୁ ଆହୁରି ମଧ୍ୟ କହିଛନ୍ତି, ହଟ୍ ପିକ୍ସ ଅପଲୋଡ୍ କରନ୍ତୁ, କିନ୍ତୁ ଭିନ୍ନ ଭିନ୍ନ ଷ୍ଟାଇଲ ସହ ଶାଢ଼ୀରେ । ବିକିନି ମୋତେ କେବେବି ଆପସାରା ଭାବରେ ଆସିବାକୁ ପ୍ରେରଣା ଦେଇନାହିଁ । କିନ୍ତୁ ମୋର ଶାଢ଼ୀ ପ୍ରେମ ଏକ ନୂତନ ସୂତ୍ର ଅଟେ । ମୋର ଶାଢ଼ୀକୁ ସବୁବେଳେ ଭଲ ପାଏ । (ଫଟୋ ସୌଜନ୍ୟ: Instagram @biditabag)
ବିଦିତା ବାଗ ସେୟାର କରିବା ମାତ୍ରେ ତାଙ୍କ ଫଟୋ ଇଣ୍ଟରନେଟରେ ଛାଇଯାଇଥିଲା । (ଫଟୋ ସୌଜନ୍ୟ: Instagram @biditabag)
ଏହି ଫଟୋଗୁଡିକ ଦେଖି ଲୋକମାନେ ବିଦିତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି ଓ ଫଟୋର କମେଣ୍ଟ ବକ୍ସ ଉପରେ ଲଗାତାର କମେଣ୍ଟ ଦେଉଛନ୍ତି । (ଫଟୋ ସୌଜନ୍ୟ: Instagram @biditabag)
ବର୍ତ୍ତମାନ ପର୍ଯ୍ୟନ୍ତ ବିଦିତା ବାଗଙ୍କ ଏହି ଫଟୋଗୁଡ଼ିକରେ ଲକ୍ଷ ଲକ୍ଷ ଲାଇକ୍ ଆସିସାରିଛି । (ଫଟୋ ସୌଜନ୍ୟ: Instagram @biditabag)
ବିଦିତା ବାଗ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଓ ପ୍ରାୟତଃ ନିଜ ଲାଟେଷ୍ଟ ଫଟୋଗୁଡିକ ଏଠାରେ ସେୟାର କରି ଚାଲିଛନ୍ତି ।(ଫଟୋ ସୌଜନ୍ୟ: Instagram @biditabag)




