ମାଳଦ୍ୱୀପର ନୀଳ ସମୁଦ୍ର ଓ ବେଳାଭୂମି ଅଭିନେତ୍ରୀ ବିପାଶା ବସୁଙ୍କ ବୁଲା ନିଶାକୁ ଦେଇଛି ବିସ୍ତୀର୍ଣ୍ଣ ସୁଯୋଗ । ବେଳାଭୂମିରେ ବିକିନି ପିନ୍ଧି ଖରା ପୋହୁଁଥିବା ବିପାଶାଙ୍କ ଫଟୋଗୁଡ଼ିକୁ ତାଙ୍କ ଫ୍ୟାନମାନେ ପସନ୍ଦ କରିଛନ୍ତି । Bipasha Basu sun-kissed photos from Maldives vacation