ନୂଆ ଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ମୌନି ରାୟ (Mouni Roy) ପୁଣି ଥରେ ନିଜର ବୋଲ୍ଡ ଫଟୋ ସହିତ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛନ୍ତି । ତାଙ୍କର କିଛି ନୂଆ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି । ଏହି ଫଟୋଗୁଡିକ ମୌନି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ କଳା ବିକିନିରେ ନଜର ଆସିଛନ୍ତି । (ଫଟୋ ସୌଜନ୍ୟ- instagram @imouniroy)
ମୌନି ରାୟଙ୍କ ଏହି ଫଟୋଗୁଡିକ ଗୋଆର ଅଟେ । ଯାହାକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ଫଟୋରେ ସେ ଅତି ବୋଲ୍ଡ ଶୈଳୀରେ ନଜର ଆସିଛନ୍ତି । (ଫଟୋ ସୌଜନ୍ୟ- instagram @imouniroy)
ଇନଷ୍ଟାଗ୍ରାମରେ ଲୋକମାନେ ମୌନିଙ୍କ ଏହି ଫଟୋଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ତାଙ୍କ ସୌନ୍ଦର୍ଯ୍ୟକୁ କ୍ରମାଗତ ଭାବରେ ପ୍ରଶଂସା କରୁଛନ୍ତି ଓ ଏହି ସମୟରେ ଲକ୍ଷ ଲକ୍ଷ ଲାଇକ୍ ମଧ୍ୟ ଏହି ଫଟୋଗୁଡ଼ିକରେ ଆସିସାରିଛି । (ଫଟୋ ସୌଜନ୍ୟ- instagram @imouniroy)
ମୌନି ରାୟଙ୍କ ସୌନ୍ଦର୍ଯ୍ୟକୁ ନେଇ ଆଜିକାଲି ସମସ୍ତେ ପାଗଳ । ସେ ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି । ଏହା ପଛର କାରଣ ହେଉଛି ତାଙ୍କର ବୋଲ୍ଡ ଫଟୋ । ହଁ ଆଜ୍ଞା, ମୌନି ରାୟ ପ୍ରାୟତଃ ନିଜର ବୋଲ୍ଡ ଫଟୋ ଯୋଗୁଁ ହେଡଲାଇନରେ ରହିଥା’ନ୍ତି । (ଫଟୋ ସୌଜନ୍ୟ- instagram @imouniroy)
ମୌନି ରାୟ ନିଜର ନୂଆ ନୂଆ ଫଟୋ ଯୋଗୁଁ ଗତ କିଛି ମାସ ଧରି ହେଡଲାଇନ୍ ରହି ଆସୁଛନ୍ତି । ଯେଉଁଥିରେ ତାଙ୍କର ଗ୍ଲାମର ସମସ୍ତଙ୍କୁ ଆକର୍ଷିତ କରିଛି । (ଫଟୋ ସୌଜନ୍ୟ- instagram @imouniroy)
ମୌନି ରାୟ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଓ ସେ ତାଙ୍କର ସର୍ବଶେଷ ଫଟୋ ଏଠାରେ ଅଂଶୀଦାର କରନ୍ତି । (ଫଟୋ ସୌଜନ୍ୟ- instagram @imouniroy)
କେବଳ ଏତିକି ନୁହେଁ, ମୌନି ଇନଷ୍ଟାଗ୍ରାମ ମାଧ୍ୟମରେ ସର୍ବଦା ନିଜ ପ୍ରଶଂସକ ସହିତ ସଂଯୁକ୍ତ ଓ ଏଠାରେ ନିଜର ଅପଡେଟ୍ ଦେଉଥାନ୍ତି । (ଫଟୋ ସୌଜନ୍ୟ- instagram @imouniroy)




