ନୂଆ ଦିଲ୍ଲୀ: ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଭାରତୀୟ ଓପନର୍ ରୋହିତ ଶର୍ମା ଏକଦିବସୀୟ ଦଳର ସାମିଲ ହୋଇନଥିଲେ । କିନ୍ତୁ ଏହା ସତ୍ତ୍ୱେ ODI କ୍ରିକେଟ୍ ରେ ସେ ଭାରତ ପାଇଁ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି ।(ଫଟୋ କ୍ରେଡିଟ୍: ବିସିସିଆଇ / ଟ୍ୱିଟର)<br />
ରୋହିତ ଶର୍ମା ଭାରତୀୟ ଖେଳାଳି ଭାବରେ ଚଳିତ ବର୍ଷ ODI କ୍ରିକେଟ୍ ରେ ସବୁଠୁ ବଡ ଇନିଂସ ଖେଳିଥିଲେ । ବାସ୍ତବରେ ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିନାହାଁନ୍ତି । (ଫଟୋ କ୍ରେଡିଟ୍: ରୋହିତ ଶର୍ମା ଇନଷ୍ଟାଗ୍ରାମ)<br />
ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକମାତ୍ର ଭାରତୀୟ ଖେଳାଳିଭାବେ ସର୍ବାଧିକ ୯୨ ରନର ଇନିଂସ ଖେଳିଥିଲେ । କିନ୍ତୁ ଏହା ସହ ରୋହିତ ଏକ ରେକର୍ଡ ସୃଷ୍ଟି କରିଥିଲେ । (ଫଟୋ କ୍ରେଡିଟ୍: ରୋହିତ ଶର୍ମା ଟ୍ୱିଟର)<br />