ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
1/ 4
ନୂଆ ଦିଲ୍ଲୀ: ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ଅଷ୍ଟ୍ରେଲିଆକୁ ତା'ର ମାଟିରେ ପରାସ୍ତ କରି ବର୍ଡ଼ର ଗାଭାସ୍କର ଟ୍ରଫିର ବିଜୟର ଧାରାକୁ ବଜାୟ ରଖିଛି । ଚତୁର୍ଥ ତଥା ଶେଷ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇ ସିରିଜକୁ ଜିତି ୨-୧ ରେ ଜିତି ନେଇଛି । (ଫଟୋ କ୍ରେଡିଟ୍: AP)
2/ 4
ଅଷ୍ଟ୍ରେଲିଆ ଗାବାରେ ୩୨ ବର୍ଷ ଧରି କରି ଆସୁଥିବା ପୁରୁଣା ରାଜତ୍ୱକୁ ମଧ୍ୟ ଟିମ୍ ଇଣ୍ଡିଆ ମଧ୍ୟ ଧୂଳିସାତ କରିଦେଇଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୯୮୮ ରେ ଗାବାରେ ଅଷ୍ଟ୍ରେଲିଆ ଶେଷ ଟେଷ୍ଟ ମ୍ୟାଚ୍ ହାରିଥିଲା । ସେବେଠାରୁ ସେ ଏହି ଗ୍ରାଉଣ୍ଡରେ କେବେ ହାରି ନଥିଲା । (ଫଟୋ କ୍ରେଡିଟ୍: AP)<br />
3/ 4
ମଙ୍ଗଳବାର ଦିନ ଐତିହାସିକ ବିଜୟ ଜିତିବା ପରେଟିମ୍ ଇଣ୍ଡିଆ ଉପରେ ଟଙ୍କାର ବର୍ଷା ହୋଇଛି ଓ ବର୍ତ୍ତମାନ ଦଳ ପାଞ୍ଚ କୋଟି ଟଙ୍କାର ବୋନସ୍ ପାଇବ । (ଫଟୋ କ୍ରେଡିଟ୍: AP)




