କାଜଲ ଅଗ୍ରୱାଲ (Kajal Aggarwal) ବିବାହ ପରଠାରୁ ତାଙ୍କ ସ୍ୱାମୀ ଗୌତମ କିଚଲୁଙ୍କ (Gautam Kitchlu) ସହ ଏକାଠି ଏହି ଦିନ ମାନଙ୍କରେ ମାଲଦ୍ୱୀପରେ ଅଛନ୍ତି ଓ ନିଜର ହନିମୁନ୍ ଉପଭୋଗ କରୁଛନ୍ତି । କାଜଲ ନିଜର ହନିମୁନ୍ର ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଲଗାତାର ସେୟାର କରୁଛନ୍ତି । (Photo- @kajalaggarwalofficial/Instagram)
କାଜଲ ବର୍ତ୍ତମାନ ନିଜର ହନିମୁନ୍ର କିଛି ବିଶେଷ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଅ ସ୍ୱାମୀଙ୍କ ସହିତ ଅଣ୍ଡର ୱାଟର ହନିମୁନ୍ ରୁମ୍ରେ ନଜର ଆସିଛନ୍ତି ।(Photo- @kajalaggarwalofficial/Instagram)<br />
ଜଳ ତଳେ ନିର୍ମିତ ଏହି କୋଠରୀଟି ଦେଖିବାକୁ ବହୁତ ସୁନ୍ଦର ଓ ଏହାକୁ ଦେଖି ଆପଣ ମଧ୍ୟ ଏଠାକୁ ଯିବାକୁ ମନସ୍ଥ କରିପାରିବେ । (Photo- @kajalaggarwalofficial/Instagram)<br />
କାଜଲ ନିଜର ଏହି ଫଟୋରେ ନୀଳ ରଙ୍ଗର ଡ୍ରେସରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । (Photo- @kajalaggarwalofficial/Instagram)<br />
ଗତ ସପ୍ତାହରେ ମୁମ୍ବାଇର ତାଜ ହୋଟେଲରେ କାଜଲ ଓ ଗୌତମ ବିବାହ କରିଥିଲେ । (Photo- @kajalaggarwalofficial/Instagram)<br />