ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
ମଲ୍ଲିକା ଶେରାୱତ୍ କେବଳ ଟାୱେଲ୍ ପିନ୍ଧି ଫଟୋ ଶେୟାର୍ କଲେ; ତାପମାତ୍ରା ହଠାତ୍ ବଢ଼ିଗଲା!
ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାୱତଙ୍କ ଫ୍ୟାନମାନେ ତାଙ୍କ ସଦ୍ଯ ଫଟୋକୁ ଆଗ୍ରହରେ ଅପେକ୍ଷା କରିଥାନ୍ତି । ସେ ନିଜର ନୂଆ ଅବତାରର ଫଟୋ ଶେୟାର୍ କରି ଫ୍ୟାନମାନଙ୍କ ଚାରି ପାଖରେ ତାପମାତ୍ରା ବଢ଼ାଇ ଦେଇଛନ୍ତି ।
1/ 18
ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ ନିଜର ହଟ୍ ଲୁକ୍ ସହିତ ତାଙ୍କ ଫ୍ୟାନମାନଙ୍କ ଚାରି ପାଖରେ ତାପମାତ୍ରା ବଢ଼ାଇ ଦେଇଛନ୍ତି ।
2/ 18
ମଲ୍ଲିକା ଶେରାୱତଙ୍କ ଏହି ସେଲ୍ଫି କୁ ତାଙ୍କ ଫ୍ୟାନମାନଙ୍କ ଖୁବ୍ ପସନ୍ଦ କରିଛନ୍ତି । ଫଟୋଟି ଭାଇରାଲ୍ ହୋଇଛି ।
4/ 18
ମଲ୍ଲିକା ଶେରାୱତ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ବୋଲ୍ଡ ଓ ସୁନ୍ଦରୀ ଅଭିନେତ୍ରୀ । ତାଙ୍କର ଏକ ବଡ଼ ଫ୍ୟାନ୍ ବେସ୍ ଅଛି ।




