PHOTOS: ସୁନ୍ଦର ଦୁଲ୍ହନ ରୂପରେ ନଜର ଆସିଲେ କାଜଲ ଅଗ୍ରୱାଲ; ମେଗାଜିନ ପାଇଁ କଲେ ଫଟୋସୁଟ
ବର୍ତ୍ତମାନ କାଜଲ ଅଗ୍ରୱାଲ (Kajal Aggarwal) ପୁଣି ଥରେ ଦୁଲ୍ହନ ରୂପରେ ନଜ ଆସିଛନ୍ତି । ଏଥର ସେ ୱେଡିଙ୍ଗ ହାଉସ ମେଗାଜିନ (Wedding Vows Magazine) ନାମକ ଏକ ବିବାହ ପତ୍ରିକା ପାଇଁ ଏକ ଫଟୋସୁଟ କରିଛନ୍ତି । ଏହି ଫଟୋସୁଟରେ ସେ ଲେହେଙ୍ଗା ଠାରୁ ଶାଢ଼ୀ ପର୍ଯ୍ୟନ୍ତ ପିନ୍ଧିଥିବାର ନଜର ଆସିଛନ୍ତି । କାଜଲଙ୍କ ଫଟୋସୁଟର ଏହି ଫଟୋଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।
ସାଉଥର ସୁନ୍ଦରୀ ଅଭିନେତ୍ରୀ କାଜଲ ଅଗ୍ରୱାଲ ନିଜ ଗ୍ଲାମରସ ଷ୍ଟାଇଲ ପାଇଁ ସବୁବେଳେ ଖବରରେ ରହିଥା’ନ୍ତି । ତାଙ୍କର ଫଟୋ ସୋସିଆଲ ମିଡିଆରେ ସବୁବେଳେ ଭାଇରାଲ ହୋଇ ଚାଲିଥାଏ । (ଫଟୋ: Instagram/@weddingvows.in)
କାଜଲଙ୍କ ପ୍ରଶଂସକଙ୍କ ଯେତିକି ତାଙ୍କ ଅଭିନୟକୁ ଭଲ ପାଇଥାନ୍ତି ତା'ଠାରୁ ଅଧିକ ତାଙ୍କର ଡ୍ରେସିଂ ସେନ୍ସ ଓ ଷ୍ଟାଇଲକୁ ନେଇ ଉତ୍ସାହୀତ ହୋଇଥାନ୍ତି ।(ଫଟୋ: Instagram/@weddingvows.in)

ନିକଟରେ କାଜଲ ନିଜର ଦୀର୍ଘ ସମୟର ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି ଓ ଉଭୟଙ୍କ ବିବାହର ଫଟୋ ମଧ୍ୟ ଅନେକ ହେଡଲାଇନ ସୃଷ୍ଟି କରିଛି । (ଫଟୋ: Instagram/@weddingvows.in)

ବର୍ତ୍ତମାନ କାଜଲ ଅଗ୍ରୱାଲ ପୁଣି ଥରେ ଦୁଲ୍ହନ ରୂପରେ ନଜ ଆସିଛନ୍ତି । ଏଥର ସେ ୱେଡିଙ୍ଗ ହାଉସ ମେଗାଜିନ (Wedding Vows Magazine) ନାମକ ଏକ ବିବାହ ପତ୍ରିକା ପାଇଁ ଏକ ଫଟୋସୁଟ କରିଛନ୍ତି । (ଫଟୋ: Instagram/@weddingvows.in)

ଏହି ଫଟୋସୁଟରେ ସେ ଲେହେଙ୍ଗା ଠାରୁ ଶାଢ଼ୀ ପର୍ଯ୍ୟନ୍ତ ପିନ୍ଧିଥିବାର ନଜର ଆସିଛନ୍ତି । କାଜଲଙ୍କ ଫଟୋସୁଟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । (ଫଟୋ: Instagram/@weddingvows.in)

ୱେଡିଙ୍ଗ ହାଉସ ମେଗାଜିନ ଲୋକପ୍ରିୟ ମେଗାଜିନ ଅଟେ । ମାଗାଜିନ ଏହାର ୧୦୦ ତମ ସଂଖ୍ୟା ପାଇଁ କାଜଲଙ୍କ ସହ ଦସ୍ତଖତ କରିଛି । (ଫଟୋ: Instagram/@weddingvows.in)

ନିକଟରେ କାଜଲ ନିଜର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଆଜମା ରୋଗରୁ ମୁକ୍ତି ପାଇଁ ଇନହାଲେଟରର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଓ ଏହାର ଗୁରୁତ୍ୱ ବର୍ଣ୍ଣନା କରିବାକୁ ଚେଷ୍ଟା କରିଥିଲେ । (ଫଟୋ: Instagram/@weddingvows.in)

ନିଜର ଅଭିଜ୍ଞତା ବାଣ୍ଟିବାବେଳେ କାଜଲ କହିଛନ୍ତି, "ଯେତେବେଳେ ମୋର ନିଜର ବ୍ରୋଙ୍କିଆଲ୍ ଆଜମା ରୋଗ ହୋଇଥିଲା । ମୋର ଭଲଭାବେ ମନେ ଅଛି ଯେ ମୋର ପ୍ରିୟ ଜିନିଷ ସେହି ସମୟରେ ଖାଇବା ବନ୍ଦ ହୋଇଯାଇଥିଲା । କଳ୍ପନା କରନ୍ତୁ ଜଣେ ଶିଶୁକୁ ଦୁଗ୍ଧଜାତ ଦ୍ରବ୍ୟ ଓ ଚକୋଲେଟ୍ ଠାରୁ ଦୂରରେ ରହିବା କେତେ କଷ୍ଟକର । ଏହା ମୋ ପାଇଁ ସହଜ ନଥିଲା। (ଫଟୋ: Instagram/@weddingvows.in)