ମୁମ୍ବାଇ ଫେରିଆସିଥିବା ଗର୍ଭବତୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) । ସେ ମୁମ୍ବାଇର ବିଭିନ୍ନ ଷ୍ଟୁଡିଓରେ ବ୍ୟାକ୍-ଟୁ-ବ୍ୟାକ୍ ପ୍ରୋଜେକ୍ଟର ସୁଟିଂ କରିବା ଆରମ୍ଭ କରିଛନ୍ତି । ସୁଟିଂ ସମୟରେ ସେ ଏକ ସବୁଜ ଡ୍ରେସ୍ ପିନ୍ଧି ଖୁବ୍ ସୁନ୍ଦର ଦିଶୁଥିଲେ ।
ତାଙ୍କ ସୁଟିଂ ସେଟ୍ ଏକ ସୁରକ୍ଷିତ ସ୍ଥାନ ବୋଲି ସୁନିଶ୍ଚିତ କରିବା ପାଇଁ ଅନୁଷ୍କା ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି।
ଅନୁଷ୍କା ନିଜ ଗର୍ଭଧାରଣ ଓ ଶୁଟିଂ କରୁଥିବା ସମସ୍ତ ବ୍ରାଣ୍ଡକୁ ଦୃଷ୍ଟିରେ ରଖି ସେ ନିଶ୍ଚିତ କରିଛନ୍ତି ଯେ ସେ ଅତିରିକ୍ତ ସତର୍କତା ଅବଲମ୍ବନ କରିବେ ।
ଏକ ବିଜ୍ଞାପନର ଶୁଟିଂ ସେଟରେ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଅନୁଷ୍କା ସେଟରେ ‘‘ସୁପର୍ ଖୁସି’’ ଦେଖାଯାଉଥିଲେ ।
ପ୍ରତ୍ୟକ୍ଷଦର୍ଶୀ ଆହୁରି କହିଛନ୍ତି ଯେ ଗର୍ଭବତୀ ଥିବା ସତ୍ତ୍ୱେ ଅନୁଷ୍କା ସୁଟିଂ ସେଟରେ ଥିବା ଲୋକଙ୍କ ଭିଡ଼ରେ ରହି ଚିନ୍ତିତ ନ ଥିଲେ । (ଫଟୋ: Viral Bhayani)
ଅନୁଷ୍କା ନିଶ୍ଚିତ ଅଛନ୍ତି ଯେ କରୋନା ଭାଇରସକୁ ଦୃଷ୍ଟିରେ ରଖି ସୁଟିଂ ସେଟରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। (ଫଟୋ: Viral Bhayani)
ଅନୁଷ୍କା ଶର୍ମା ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କର ୪୪ ନିୟୁତ ଫଲୋଅର୍ସ ଅଛନ୍ତି ।(Photo:@anushkasharma/Instagram)
ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ପତି ବିରାଟ କୋହଲି (Virat Kohli) (ଫଟୋ କ୍ରେଡିଟ୍: ଅନୁଷ୍କାଶର୍ମା /Instagram)

<br />ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ପତି ବିରାଟ କୋହଲି (Virat Kohli) (ଫଟୋ କ୍ରେଡିଟ୍: ଅନୁଷ୍କାଶର୍ମା /Instagram)