'Wink Girl' ପ୍ରିୟା ପ୍ରକାଶ ୱାରିଅର୍ ପ୍ରଶଂସକଙ୍କୁ ଦେଖାଇଲେ ବୋଲ୍ଡ ଷ୍ଟାଇଲ୍; ଆଗରୁ ଦେଖି ନଥିବେ ଏପରି PHOTOS
Wink Girl ନାମରେ ଜଣାଶୁଣା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅର୍ (Priya Prakash Varrier) ଆଜିକାଲି ନିଜର ଆଗାମୀ ଫିଲ୍ମ 'ଚେକ୍'କୁ ଖବରରେ ଅଛନ୍ତି । ନିକଟରେ 'ଚେକ୍'ର ଟ୍ରେଲର ରିଲିଜ ହୋଇଛି । ଯେଉଁଥିରେ ପ୍ରିୟା ଏକ ଭିନ୍ନ ଷ୍ଟାଇଲରେ ନଜର ଆସିଥିଲେ। ଟ୍ରେଲର ରିଲିଜ ହେବା ମାତ୍ରେ ଭାଇରାଲ ହୋଇଥିଲା ଓ ପୁଣି ଥରେ ପ୍ରିୟାଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଅନ୍ୟପକ୍ଷରେ ଅଭିନେତ୍ରୀଙ୍କ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ବହୁତ ପସନ୍ଦ କରାଯାଉଛି ।
ସର୍ବଶେଷ ଫଟୋରେ ପ୍ରିୟା ପ୍ରକାଶ ୱାରିୟରଙ୍କୁ ୱେଷ୍ଟର୍ନ ଲୁକରେ ଦେଖିବାକୁ ମିଳୁଛି । (ଫଟୋ- ଇନଷ୍ଟାଗ୍ରାମ / ପ୍ରିୟା ପ୍ରକାଶ ୱାରିଅର୍)

ପ୍ରିୟାଙ୍କ ଫ୍ୟାଶନେବଲ୍ ଲୁକ୍କୁ ବହୁତ ପ୍ରଶଂସା କରାଯାଉଛି । (ଫଟୋ- ଇନଷ୍ଟାଗ୍ରାମ / ପ୍ରିୟା ପ୍ରକାଶ ୱାରିଅର୍)

ଆଦର ଲଭ୍ ଫିଲ୍ମର ଏକ ଦୃଶ୍ୟରୁ ରାତାରାତି ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥିବା ପ୍ରିୟା ୱାରିଅର୍ ବର୍ତ୍ତମାନ ବହୁତ ପରିବର୍ତ୍ତନ ହୋଇସାରିଛନ୍ତି । (ଫଟୋ- ଇନଷ୍ଟାଗ୍ରାମ / ପ୍ରିୟା ପ୍ରକାଶ ୱାରିଅର୍)

ଏହି ଲୁକରେ ପ୍ରିୟା ସଂପୂର୍ଣ୍ଣ ରୂପାନ୍ତରିତ ହୋଇ ସାରିଛନ୍ତି । (ଫଟୋ- ଇନଷ୍ଟାଗ୍ରାମ / ପ୍ରିୟା ପ୍ରକାଶ ୱାରିଅର୍)

ପ୍ରିୟା ବର୍ତ୍ତମାନ ବହୁତ ଷ୍ଟାଇଲିସ୍ ହୋଇଯାଇଛନ୍ତି । (ଫଟୋ- ଇନଷ୍ଟାଗ୍ରାମ / ପ୍ରିୟା ପ୍ରକାଶ ୱାରିଅର୍)

ଇନଷ୍ଟାଗ୍ରାମରେ ପ୍ରିୟା ପ୍ରାୟତଃ ପ୍ରଶଂସକଙ୍କ ସହ ନିଜର ଗ୍ଲାମରସ୍ ଅବତାର ସେୟାର କରିଥାନ୍ତି । (ଫଟୋ- ଇନଷ୍ଟାଗ୍ରାମ / ପ୍ରିୟା ପ୍ରକାଶ ୱାରିଅର୍)

ପାରମ୍ପାରିକ ଓ ଆଧୁନିକ ଲୁକର ମିଶ୍ରଣରେ ପ୍ରିୟା ଆଶ୍ଚର୍ଯ୍ୟଜନକ ଦେଖାଯାଉଛନ୍ତି । (ଫଟୋ- ଇନଷ୍ଟାଗ୍ରାମ / ପ୍ରିୟା ପ୍ରକାଶ ୱାରିଅର୍)